ବେଲଗୁଣ୍ଠା ବ୍ଲକ୍ ର ସମସ୍ତ ବିଦ୍ୟାଳୟରେ ପାଠପଢ଼ା ଠପ୍

ବିଦ୍ୟାଳୟ ଛାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପ୍ରାଥମିକ ଶିକ୍ଷକ ବେଲଗୁଣ୍ଠା:୧୩/୦୯ (ସୁଶାନ୍ତ କୁମାର ବେହେରା )ନିଜର ତିନି ଦଫା ଦାବି ପୂରଣ ପାଇଁ ପ୍ରାଥମିକ ଶିକ୍ଷକମାନେ ବାରମ୍ବାର ସରକାରଙ୍କୁ ଅନୁରୋଧ କରି ବିଫଳ ହେବା ପରେ…

ଉଚ୍ଚଳା ଠାରେ ଚାଷୀ ଓ ବ୍ୟବସାୟୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

ଧର୍ମଗଡ଼: ତା ୧୩/୦୯ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଚ୍ଚଳା ଇନାମ ମଣ୍ଡି ଠାରେ ଚାଷୀ ଓ ବ୍ୟବସାୟିଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଞ୍ଚଲା ଧୀନ ଧାନ ବ୍ୟତୀତ୍ୱ ଅନ୍ୟ କୃଷି ଜାତ ଦ୍ରବ୍ୟ…

ହରଭଙ୍ଗା : ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଙ୍କ ସମୁହ ଛୁଟିରେ:ବିଦ୍ୟାଳୟ ବନ୍ଦ ପାଠପଢା ଠପ୍

ହରଭଙ୍ଗା :୧୩ /୯(ଚିତ୍ତରଞ୍ଜନ ସିଂହ)ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନ ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବୁଧବାର ଠାରୁ ତିନି ଦଫା ଦାବି ନେଇ ସମୁହ ଛୁଟି…

ସମସ୍ତଙ୍କ ଦେହରେ ରକ୍ତ,ସମସ୍ତଙ୍କ ପାଇଁ ରେଡକ୍ରସ,କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ

କଳାହାଣ୍ଡି :କଳାହାଣ୍ଡି ଜିଲ୍ଲା ଯୁବରେଡକ୍ରସର କାର୍ଯ୍ୟକାରିଣୀ ବୈଠକ ଚଳିତ ବର୍ଷ ପାଇଁ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ବିଶ୍ବବିଦ୍ୟାଳୟର ଯୁବ ସଂସ୍କାର ପ୍ରେକ୍ଷାଳୟଠାରେ କୁଳପତି କର୍ଣ୍ଣେଲ ସଂଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ…

୧୭ ଦିନରେ ପହଞ୍ଚିଲା “ଧର୍ମଗଡକୁ ଜିଲ୍ଲା ଦାବୀ” ସମର୍ଥନ ରେ ବସିଲେ ଅଲ୍ ଓଡିଶା ସିଡୁଲ କାଷ୍ଠ ଫେଡରେସନ

୧୭ ତମ ଦିବସର ରେ ପହଞ୍ଚିଲା ଧର୍ମଗତ ଉପଖଣ୍ତ କୁ ଜିଲ୍ଲା ମାନ୍ୟତା ଧର୍ମଗଡ଼: ୧୩/୯(ହେମନ୍ତ କୁମାର ମାଝୀ)ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ ଦାବି ନେଇ ଅଲ୍ ଓଡିଶା ସିଡୁଲ କାଷ୍ଠ ଫେଡରେସନ…

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ: ୧୩/୦୯ ( ଚିତ୍ତରଞ୍ଜନ ସିଂହ ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ସୁରୁଣ୍ଡି ଗ୍ରାମରେ “ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରନ୍ଦ୍ର ଭାଇ ଦାମୋଦର ଦାସ…

ସୀମା ଟପିଲା ଅବକାରୀ ବିଭାଗ ଜୁଲୁମ

ହରଭଙ୍ଗା:୧୨/୦୯ ((ଚିତ୍ତରଞ୍ଜନ ସିଂହ)ସୀମା ଟପିଲା ଅବକାରୀ ବିଭାଗ ଜୁଲୁମ । ନିର୍ଜନ ସ୍ଥାନରେ ତନଖି ବେଳେ ଶିକ୍ଷଯାତ୍ରୀଙ୍କୁ ମାଡ଼ ମାରିବା ସହ ଅସଦାଚରଣ କରି ଉଠାଇ ନେଲା ଅବକାରୀ ବିଭାଗ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ…

ଦ୍ୱିତୀୟ ଦିନ ରେ ବି ବୁରୁବୁଡା ସ୍କୁଲ ବନ୍ଦ

ହରଭଙ୍ଗା :୧୩/୦୯ (ଚିତ୍ତରଞ୍ଜନ ସିଂହ)ଦ୍ୱିତୀୟ ଦିନ ରେ ପହଞ୍ଚିଲା ଆନ୍ଦୋଳନ । ଦୁଇ ଦିନ ହେଲା ଶିକ୍ଷକ ଅଭାବ ପ୍ରତିବାଦରେ ଗେଟ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ୮ ଶ୍ରେଣୀରେ ୧୭୧ ଛାତ୍ରଛାତ୍ରୀଙ୍କ ପାଇଁ…

ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଓ

ବୌଦ୍ଧ:୧୩ /୦୯  ( ଚିତ୍ତରଞ୍ଜନ ସିଂହ )ଆଜି ୧୧.୦୭ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆଜି ଏକ ବିରାଟ ଶୋଭାଯାତ୍ରା ରେ ଶ୍ରୀ ବିପ୍ର ଚରଣ ମହାନ୍ତି ଜିଲ୍ଲା ବିଜେପି ସଭାପତି ଙ୍କ ନେତୃତ୍ବରେ ସମସ୍ତ ନେତୃବୃନ୍ଦ ପ୍ରମୁଖ…

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ

କଣ୍ଟାବାଞ୍ଜି ବ୍ୟୁରୋ: ୧୩/୦୯(ନରେନ୍ଦ୍ର ନେଗୀ)ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଆଜି କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଗାଡ଼ି ମଟର ଚଳାଚଳ ମଧ୍ୟ…