ବାଇକ ଆରୋହୀ ଉପରେ ପଡିଲା ଗଛ, ଗୁରୁତର ଆରୋହୀ ଡାକ୍ତରଖାନାରେ ଭର୍ତ୍ତି

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର – ରିଶୀଡା ପୂର୍ତ୍ତ ବିଭାଗ ରାସ୍ତାର ପାଜିବାହାଲି ନିକଟରେ ଏକ ବିରାଟକାୟ ତେନ୍ତୁଳି ଗଛ ଗୁରୁବାର ଅପରାହ୍ନରେ ହଠାତ ଏକ ବାଇକ ଆରୋହୀଙ୍କ ଉପରେ ପଡିଯାଇଥିଲା l ଫଳରେ ଉକ୍ତ ଆରୋହୀ ଜଣକ ଗଛତଳେ…

ଧର୍ମଗଡ଼ ଜିଲ୍ଲା ଘୋଷଣା ପାଇଁ ମାଳି ସମାଜର ଗଣ ଧାରଣା

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଆଜି ୧୮ତମ ଦିନରେ ଧର୍ମଗତ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଜଣାଇ କଳାହାଣ୍ଡି ମାଳି ସମାଜ ତରଫରୁ ଗଣଧାରଣା ଦେଇଥିଲେ. ସକାଳେ ପ୍ରବଳ ବର୍ଷା ସତ୍ୱେ ଜିଲ୍ଲା ଦାବୀର ଗୁରୁତ୍ୱକୁ ବୁଝି ପାରି, ଜିଲ୍ଲାର ବିଭିନ୍ନ ଅଂଚଳ…

LPG ଗ୍ୟାସ ଉପଭକ୍ତା ଙ୍କୁ ବଡ ଝଟକା

ମୁନିଗୁଡା:(ରମାକାନ୍ତ ପୋଡାଲ )LPG ଗ୍ୟାସ ଉପଭୋକ୍ତା ଙ୍କୁ ଆଗ କରି ପଛ ରେ କୁରାଡି ମାରୁଛନ୍ତି କେନ୍ଦ୍ର ସରକାର , ସରକାର ଙ୍କ ଉଜାଳା ଯୋଜନା ର ହିତାଦିକାରି ଙ୍କୁ ମିଲୁଛି ମାଗଣା ରେ ରେ ଚୁଲି ସହ ସିଲିଣ୍ଡର ,ଯାଚି…

ହରଭଙ୍ଗା ବ୍ଲକ୍ ସ୍ତରୀୟ ସଂସାଧନ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଜ୍ଜାପିତ

ହରଭଙ୍ଗା: ୧୩/୦୯ (ଚିତ୍ତରଞ୍ଜନ ସିଂହ ) ହରଭଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓଡ଼ିଶା ସରକାର ଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି…

ବେଲଗୁଣ୍ଠା ବ୍ଲକ୍ ର ସମସ୍ତ ବିଦ୍ୟାଳୟରେ ପାଠପଢ଼ା ଠପ୍

ବିଦ୍ୟାଳୟ ଛାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପ୍ରାଥମିକ ଶିକ୍ଷକ ବେଲଗୁଣ୍ଠା:୧୩/୦୯ (ସୁଶାନ୍ତ କୁମାର ବେହେରା )ନିଜର ତିନି ଦଫା ଦାବି ପୂରଣ ପାଇଁ ପ୍ରାଥମିକ ଶିକ୍ଷକମାନେ ବାରମ୍ବାର ସରକାରଙ୍କୁ ଅନୁରୋଧ କରି ବିଫଳ ହେବା ପରେ…

ଉଚ୍ଚଳା ଠାରେ ଚାଷୀ ଓ ବ୍ୟବସାୟୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

ଧର୍ମଗଡ଼: ତା ୧୩/୦୯ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଚ୍ଚଳା ଇନାମ ମଣ୍ଡି ଠାରେ ଚାଷୀ ଓ ବ୍ୟବସାୟିଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଞ୍ଚଲା ଧୀନ ଧାନ ବ୍ୟତୀତ୍ୱ ଅନ୍ୟ କୃଷି ଜାତ ଦ୍ରବ୍ୟ…

ହରଭଙ୍ଗା : ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଙ୍କ ସମୁହ ଛୁଟିରେ:ବିଦ୍ୟାଳୟ ବନ୍ଦ ପାଠପଢା ଠପ୍

ହରଭଙ୍ଗା :୧୩ /୯(ଚିତ୍ତରଞ୍ଜନ ସିଂହ)ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନ ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବୁଧବାର ଠାରୁ ତିନି ଦଫା ଦାବି ନେଇ ସମୁହ ଛୁଟି…