ଆମେ ଜାଣିବା ଆମେ ଜିଣିବା ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ
ଧର୍ମଗଡ଼:୧୭/୦୯(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ସ୍ଥାନୀୟ ଅନ୍ୱେଷା ହଷ୍ଟେଲ ପରିସର ଠାରେ ରାଜ୍ୟ ସରକାର ଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଓ ଆମେ ଜାଣିବା ,ଆମେ ଜିଣିବା କାର୍ଯ୍ୟକ୍ରମ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ…