ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଓ ସମ୍ପାଦକ ଙ୍କୁ ସମ୍ଭର୍ଦ୍ଧନ ସଭା
କଣ୍ଟାବାଞ୍ଜି ବ୍ୟୁରୋ:(ନରେନ୍ଦ୍ର ନେଗୀ)ତୁରେକେଲା ବ୍ଲକ କଣ୍ଟାବାଞ୍ଜି ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ ଓ ସମ୍ପାଦକ ପୁରୋଷୋତ୍ତମ୍ ଧରୁଆ ଙ୍କୁ ତୁରେକେଲା ଶାଖା ପକ୍ଷରୁ ସମ୍ଭର୍ଦ୍ଧନ ଦିଆଯାଇଛି l ତୁରେକେଲା ବ୍ଲକ ଗୋଣ୍ଡ ସଂସ୍କୃତିକ ସମାଜ ସଭାପତି…