ଜୁନାଗଡ଼ରେ ପଣ୍ଡରାମାଳି ସମାଜର ନୂଆଖାଇ ଭେଟଘାଟ

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ କଳାହାଣ୍ଡି ପଣ୍ଡରାମାଳି ସମାଜ ପକ୍ଷରୁ ଏକ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଠାରୁ ସହସ୍ରାଧିକ ପୁରୁଷ ମହିଳା ଲଙ୍କେଶ୍ୱରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ନୂଆଖାଇ…

କୁମାର ପୂର୍ଣ୍ଣିମା ଅବସରରେ ସାତଦିନ ପର୍ଯ୍ୟନ୍ତ ଚାଲିବ ମା ଲକ୍ଷ୍ମୀଙ୍କ ପୂଜା

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର କଙ୍କା ଗ୍ରାମରେ ମାଆ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆଜିଠାରୁ କୁମାର ପୂର୍ଣ୍ଣିମା ଅବସରରେ ସାତଦିନ ପର୍ଯ୍ୟନ୍ତ ଚାଲିବ ମା ଲକ୍ଷ୍ମୀଙ୍କ ପୂଜା,ଚଳିତ ବର୍ଷ ପ୍ରଥମ କରି ମାଆଙ୍କ ମସ୍ତକରେ ଚାନ୍ଦିର ମୁକୁଟ ଝଲସିଲା…

ଆନନ୍ଦ ବଜାର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମହାଲକ୍ଷ୍ମୀ ପୂଜା ପାଳିତ

ଢେଙ୍କାନାଳ: ଆନନ୍ଦ ବଜାର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ପ୍ରାତଃ ରୁ କଳସ ଯାତ୍ରା କରାଯାଇଥିଲା । ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା ମହାଲକ୍ଷ୍ମୀ ମୁନୟ ମୂର୍ତ୍ତିଙ୍କୁ ଚକ୍ଷୁ ଦାନ ପାରେ ମା ଙ୍କୁ…

କୋଇଲିସୂତା ଗ୍ରାମରେ ୩୫ ତମ ଦୁର୍ଗାପୂଜା ଶୁଭଖମ୍ବ ସ୍ଥାପନ

ହରଭଙ୍ଗା :୨୦/୦୯ (ଶାଚିତ୍ତରଞ୍ଜନ ସିଂହ)ରଦୀୟ ଦୁର୍ଗା ପୂଜା ପାଇଁ ଏବେଠୁ ଚଳ ଚଞ୍ଚଳ ହେଲାନି ବିଭିନ୍ନ ପୂଜା ମଣ୍ଡପ!ମା ଦୁର୍ଗତିନାଶିନୀ ଦୁର୍ଗା ଙ୍କ ପୂଜା ପାଇଁ ହରଭଙ୍ଗା ବ୍ଲକ କୋଇଲିସୂତା ଗ୍ରାମରେ ଗ୍ରାମବାସୀ ଙ୍କ ସହଯୋଗ କ୍ରମେ ଚଳିତ ବର୍ଷ ୩୪…

ବୁଢାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ କୌଶଳ ଦୀକ୍ଷାନ୍ତ ସମାରୋହ

ବେଲଗୁଣ୍ଠା:୧୭/୦୯(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କବିରାଜପୁରସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ କୌଶଳ ଦୀକ୍ଷାନ୍ତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ତାଲିମ୍ କେନ୍ଦ୍ରର ସଭାପତି ଦେବେଶ ଚନ୍ଦ୍ର ମହପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ର୍ରମରେ ସର୍ବଭାରତୀୟ ଟ୍ରେଡ…

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଗୁରୁବାର ମହାସମାରୋହରେ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଏକ ହିନ୍ଦୀ କବିତା ଆସର ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ନିମନ୍ତ୍ରିତ ଅତିଥି ଓ କବି ମାନଙ୍କୁ ସ୍ବାଗତ…

ଏନ୍ ଏଚ ୧୩୦ ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ରାସ୍ତା କାମ ନିମ୍ନ ମାନର ଯୋଗୁଁ ପିଚୁ ରାସ୍ତା ଉପରେ କ୍ରସର ଗୁଣ୍ଡ ?

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)କେନ୍ଦ୍ର ସରକାର ହୋଇ କି ରାଜ୍ୟ ସରକାର ଲୋକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଥିବା ବେଳେ ହେଲେ ଏଠିକାର ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଙ୍କ…