ସାଂସଦ ନିରଞ୍ଜନ ବିଶିଙ୍କ କଳା ଏବଂ ସଂସ୍କୃତି ସଂରକ୍ଷଣ ପାଇଁ ବଜେଟ ଅଭାବ ବିଷୟରେ କେନ୍ଦ୍ର ସାଂସ୍କୃତିକ ବିଭାଗକୁ ପ୍ରଶ୍ନ
ନୂଆଦିଲ୍ଲୀ / ଭୁବନେଶ୍ୱର:( ନରେନ୍ଦ୍ର ନେଗୀ)ଏକ ଅଣତାରକା ପ୍ରଶ୍ନରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କଳା ସଂସ୍କୃତି ସୁରକ୍ଷା ପାଇଁ ବଜେଟ ଅଭାବ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପଚାରିଥିଲେ ଏବଂ କଳା ଏବଂ ସଂସ୍କୃତି ସଂରକ୍ଷଣ ପାଇଁ କର୍ପୋରେଟ ସାମାଜିକ…