ବାଇକ ବସ ମୁହାଁମୁହିଁ ଜଣେ ମୃତ ଜଣେ ଗୁରୁତର

ହରଭଙ୍ଗା :୯/୧୨ (ଚିତ୍ତରଞ୍ଜନ ସିଂହ)  ହରଭଙ୍ଗା ଥାନା ସଙ୍କୁଲେଇ ଗ୍ରାମର ବିକ୍ରମ ନାଏକ ଓ ସୂର୍ଯ୍ୟ ପ୍ରଧାନ ଏକ ବାଇକ ଯୋଗେ କାମ ସାରି ଚାରିଛକ ରୁ ସଙ୍କୁଲେଇ ନିଜ ଘରକୁ ଆଜି ସନ୍ଧ୍ୟା ରେ ଫେରୁଥିଲେ । ତେବେ ଅନ୍ୟପଟେ…

ଆମ ସଂକଳ୍ପ ବିକସିତ ସଂକଳ୍ପ କାର୍ଯ୍ୟକ୍ରମ ଡୁମେରଗୁଡା ଗ୍ରାମ ପଞ୍ଚାୟତର ଠାରେ ଅନୁଷ୍ଠିତ

ଧର୍ମଗଡ଼:୭/୧୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵ୍ଳକ ଅଧିନସ୍ଥ ଡୁମେରଗୁଡା ଗ୍ରାମ ପଞ୍ଚାୟତ ଠାରେ ଭଵ୍ୟ ସ୍ଵାଗତ କରାଯାଇଛି । ସ୍ଥାନୀୟ ସରପଞ୍ଚ ନଲିନି ପ୍ରଭା ବେହେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିମାଚଳ ମାଝୀ, ତହସିଲଦାର ସିମାଞ୍ଚଳ କୁମାର ସାମନ୍ତରାୟ,ପିଇଓ ଵ୍ୟାମକେଶ…

ଅଁଳାପାଲି ଓ ବହିରାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ) ବୌଦ୍ଧରୁ ବାହାରିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସଦର ବ୍ଲକର ଅଁଳାପାଲି ଓ ବହିରା ପଞ୍ଚାୟତରେ ଶୁକ୍ରବାର ଭବ୍ୟ ସ୍ୱାଗତ କରାଯାଇଛି। ଅଁଳାପାଲି ପଞ୍ଚାୟତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅଜିତ ମେହେର, ବିଶିଷ୍ଟ ସମାଜସେବୀ କହ୍ନେଇ…

ଜିଲ୍ଲା ସାମ୍ବାଦିକତା କ୍ଷେତ୍ର ରେ ସମ୍ମାନିତ ହେଲେ ଅବଦୁଲ ଓ ଭାଗବତ ମେହେର

ବୌଦ୍ଧ: ୮ /୧୨ (ଚିତ୍ତ ରଂଜନ ସିଂ ) ବୌଦ୍ଧ କଚେରୀ ପଡିଆ ଠାରେ ଜିଲ୍ଲା ଜୋର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ଚାଲିଥିବା ଅଷ୍ଟାଦଶ ବୌଦ୍ଧ ପୁସ୍ତକ ମେଳା ଗୁରୁବାର ଦିନ ପଞ୍ଚମ ସନ୍ଧ୍ୟା ରେ ତାର ବାର୍ଷିକ ଉତ୍ସବ ପାଳନ ହେବା…

ଧର୍ମଗଡ଼ ସହର ରେ ଶ୍ରୀ ଶ୍ୟାମ ପରିବାର ପକ୍ଷରୁ ବାବା ଖଟୁ ଶ୍ୟାମ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଭବ୍ୟ ନିଶାନ ଶୋଭାଯାତ୍ରା

ଧର୍ମଗଡ଼:୨୩/୧୧(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ସହର ର ଶ୍ରୀ ଶ୍ୟାମ ପରିବାର ପକ୍ଷରୁ ବଡ଼ ଏକାଦଶୀ ଓ ବାବା ଖଟୁ ଶ୍ୟାମ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ନିଶାନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଶ୍ରୀ ଶ୍ୟାମ ପରିବାର ଆୟୋଜନ…

ଟାୱାର ସାମଗ୍ରୀ ଚୋରି କରୁଥିବା ସମୟୟରେ ଗ୍ରାମ ବାସୀ କାବୁ କରି ପୋଲିସ ଙ୍କୁ ଦେଲେ ଜୀମା ,୨ ଜଣ ଅଟକ।

ହରଭଙ୍ଗା:୨୩/୧୧ (ଆପ୍ର)ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ଥାନା ତଳଗାଁ ପଚାୟତ ଗଣ୍ଡି ସର ଗାଁ ନିକଟରେ ନିର୍ମାଣ ଚାଲିଥିବା ବି ଏସ ଏନ ଏଲ ଟାୱାର କାମ ରେ ଜମା ହୋଇ ଥିବା ସାମଗ୍ରୀ ଜିନିଷ କୁ ଗତ ରାତିରେ ଦୁର୍ବୁତ୍ତ. ମାନେ…

ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ହରଭଙ୍ଗା :୨୩/୧୧(ଚିତ୍ତରଞ୍ଜନ ସିଂହ) ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ହରଭଙ୍ଗାର ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ରାଉତଙ୍କ ଅଧ୍ୟକ୍ଷତାରେ ଓଡିଶା ସରକାରଙ୍କ IYDP କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ମେଡିକାଲ ଅଫିସର…

ରାହାସ ଯାତ୍ରା ପାଇଁ ୧୦୮କଳସ ଯାତ୍ରା

ହରଭଙ୍ଗା :୨୩/୧୧ (ଚିତ୍ତରଞ୍ଜନ ସିଂହ) ହିନ୍ଦୁ ଶାସ୍ତ୍ର ଅନୁଯାଇ କାର୍ତ୍ତିକ ମାସ ହେଉଛି ଏକ ଧାର୍ମିକ ମାସ!ଏହି ମାସରେ ସାଧାରଣ ତଃ ଲୋକେ ହବିଷ ପlଳନ୍ତି!ଏମିତିକି ବଗ ମଧ୍ୟ ହବିଶ ପlଳେ ବୋଲି ଲୋକମତ ରହିଛି!ଏହି ମାସର ପୂର୍ଣ୍ଣିମା କୁ ରାହାସ…

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ୩ ଦିନିଆ ବଲାଙ୍ଗିରଗସ୍ତ : ପ୍ରଥମ ଦିନରେ ପାଟଣାଗଡରେ ମାରାଥନ ଗସ୍ତ

ବଲାଙ୍ଗୀର ବ୍ୟୁରୋ: ତା୨୩/୧୧(ନରେନ୍ଦ୍ର ନେଗୀ)ବଲାଙ୍ଗିର ଜିଲ୍ଲାକୁ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ତିନି ଦିନିଆ ମାରାଥନ ଗସ୍ତରେ ଆସିଛନ୍ତି । ଆଜି ଶ୍ରୀ ସାହୁ ପାଟଣାଗଡ ଅଞ୍ଚଳ ଯାଇ ବିଭିନ୍ନ ଗ୍ରାମାଞ୍ଚଳ ପରିଦର୍ଶନରେ ଯାଇ ଯୋଜନା ଗୁଡିକର ସଫଳ…

ହରଭଙ୍ଗା ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ବୁଧବାର ଦିନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି!ଉକ୍ତ କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଉପସ୍ଥିତ ରହି ଶିବିରକୁ ଉଦ୍ଘାଟନ କରିଥିଲେ!ଅନ୍ୟତମ ଅତିଥିଭାବେ ଜିଲ୍ଲା…