ସମାଜ ସେବୀ ଅଶୋକ ମିଶ୍ର ମାତାଙ୍କ ଦେହାନ୍ତ.,ବଡ଼ ପୁତ୍ର ଦେଲେ ମୁଖାଗ୍ନି

ହରଭଙ୍ଗା :26/09.ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମର ସମାଜ ସେବି ଅଶୋକ ମିଶ୍ର ଙ୍କ ମାତା ସରୋଜିନୀ ମିଶ୍ର (85)ବୟସରେ ମୃତ୍ୟୁ ହୋଇଥିବା ଜଣା ପଡିଛି l ସୂଚନା ଅନୁଯାଇ ଆଜି ଶ୍ରୀ ମିଶ୍ର ଙ୍କ ମାତା ବାର୍ଦ୍ଧକ୍ୟ ଜନିତ ରେ ରୋଗରେ…

ବିଷମକଟକ ବ୍ଲକ ସାଂସଦ ପ୍ରତନିଧି ସମ୍ବର୍ଦ୍ଧିତ

ମୁନିଗୁଡ଼ା ୨୫/୯ (ରମାକାନ୍ତ ପୋଡାଳ )ଆଜି ବିଷମକଟକ ଠାରେ ନୂତନ ସାଂସଦ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ପଟନାୟକ ଙ୍କ ସ୍ୱାଗତ ଓ ସମ୍ବର୍ଦ୍ଧନା ନିମନ୍ତେ ଏକ ସଭା ଆୟୋଜିତ ହୋଇଯାଇଛି I ସଦର ମହକୁମା ରେ ଏହି ସମ୍ବର୍ଦ୍ଧନା ସଭା…

ବଣୁଆ ହାତୀ ଉପଦ୍ରବ

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ବିଳମ୍ବିତ ରାତ୍ରିରେ ୨୫ଟିକିଆ ବଣୁଆ ହାତୀ ପଲର ଉପଦ୍ରବ । ଏକର ଏକର ଚାଷ ଜମି ର ଧାନ, କପା,ମାଣ୍ଡିଆ ପନିପରିବା ନଷ୍ଟ କଲେ ହାତୀ ପଲ । ବୌଦ୍ଧ ବନଖଣ୍ଡ ବଘିଆପଡା ସେକସନ ରେଙ୍ଗାଲି…

ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୌଦ୍ଧ ;  ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡ଼ା ପଂଚାୟତ ଐତିହାସିକ ସିଦ୍ଧଗୁରୁ ମଠ ଡ଼ମ୍ବରୁଗଡ଼ ଠାରେ ପବିତ୍ର କାର୍ତ୍ତିକ ମାସ ପଞ୍ଚକ ପାଞ୍ଚ ଦିନ ନଭେମ୍ବର 10 ଠାରୁ 15 ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି…

ହରଭଙ୍ଗା ବ୍ଲକ ରେ ବିଭିନ୍ନ ସ୍ଥାନରେ ପାଳିତ ହେଲେ ବିଶ୍ୱ ବିନ୍ଧାଣିଙ୍କ ପୂଜା

ହରଭଙ୍ଗା ୧୬/୦୯ (ଚିତ୍ତରଞ୍ଜନ ସିଂହ) ଦେବ ଶିଳ୍ପୀ ବିଶ୍ୱ ବିନ୍ଧାଣି ବିଶ୍ୱକର୍ମା ଙ୍କ ଆଜି ପବିତ୍ର ବିଶ୍ୱକର୍ମା ପୂଜା l ଚଳ ଚଞ୍ଚଳ ଗାଁ ଠୁ ସହର l ବିଶ୍ୱକର୍ମା ଙ୍କୁ ବିଶ୍ୱର ପ୍ରଥମ ଯନ୍ତ୍ରୀ କୁହାଯାଉଥିବା ବେଳେ ବ୍ରହ୍ମା ଙ୍କ…

ବିରନରସିଂପୁର ଠାରେ ଆନନ୍ଦ ଅନୁଭୂତି ଶିବିର ଉଦଘାଟିତ

ହରଭଙ୍ଗା ୧୪/୦୯ (ଚିତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂପୁର ଫୋରେଷ୍ଟ ନର୍ସରୀ ଠାରେ ବିଶ୍ୱ ପ୍ରସିଦ୍ଧ ଯୋଗ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ବୌଦ୍ଧ ଶାଖା ତରଫରୁ ଛଅ ଦିନିଆ…

ବ୍ରାହ୍ମଣ ଛେଣ୍ଡିଆ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ

ଧର୍ମଗଡ଼ ତା ୧୪/୯( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଉପଲକ୍ଷେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ସ୍ତରର ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।…

କାଶୀପୁର ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ ଅନୁଷ୍ଠିତ

କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ପରିପେକ୍ଷୀରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୁଳରଞ୍ଜନ ସୁନା ରିବନ…

ଗାଡି ଧକ୍କାରେ ଦୁଇ ମହିଳା ଓ ଏକ ନାବାଳକ ଗୁରୁତର

ମେଡିକାଲ ରେ ଭର୍ତ୍ତି, ପୋଲିସ ର ତଦନ୍ତ ଜାରି ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ହରଭଙ୍ଗା ବ୍ଲକ ଜନଗହଳି ପୂର୍ଣ୍ଣ ପୁରୁଣାକଟକ ବଜାରରେ କାର ଦୁର୍ଘଟଣା l ଦୁର୍ଘଟଣା ରେ 2ମହିଳା ଓ ଏକ ନା ବାଳକ ଗୁରୁତର l ଗୁରୁତର…

ବିଷଧର ସାପ କାମୁଡ଼ା ରେ ତିନି ଭଉଣି ମୃତ, ବାପା ଗୁରୁତର

ହରଭଙ୍ଗା ୯/୯ (ଚିତ୍ତ ରଞ୍ଜନ ସିଂ )ବିଷଧର ସାପ କାମୁଡ଼ା ରେ ଗୋଟିଏ ପରିବାର ର ୩ ଭଉଣୀ ମୃତ । ବାପା ଗୁରୁତର ଅବସ୍ଥା ରେ ବୁର୍ଲା ସ୍ଥାନାନ୍ତର । ସୁଧିରେଖା, ସୁଭରେଖା, ସୁରଭି ମଲ୍ଲିକ ମୃତ ୩ଭଉଣୀ ହୋଇଥିବା…