ହରଭଙ୍ଗା ବ୍ଲକ ରେ ମିଶନ ଶକ୍ତି କାଫେ ଲୋକାର୍ପିତ
ହରଭଙ୍ଗା 🙁 ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ରେ ମିଶନ ଶକ୍ତି କାଫେ ପୂର୍ବରୁ 4ଗୋଟି ହୋଇଥିବା ବେଳେ ବୁଧବାର ଦିନ ହରଭଙ୍ଗା ବ୍ଲକ ପରିସରରେ ଭିତରେ ମିଶନ ଶକ୍ତି କାଫେ ଲୋକାର୍ପିତ ହୋଇଯାଇଛି!ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ…