ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ:୧୩ା୧୧(ଚିତ୍ତରଞ୍ଜନ ସିଂହ)ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଦିନିକିଆ ବୌଦ୍ଧଜିଲା ଗସ୍ତ କରି ଐତିହାସିକ ରାମଶ୍ୱେର ଓ ଗନ୍ଧରାଢୀ ମନ୍ଦିର ପରିଦର୍ଶନ କରିଛନ୍ତି । ବୌଦ୍ଧ ସର୍କିଟହାଉସଠାରେ ପ୍ରତିନିଧି ମଣ୍ଡଳୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ୱାଗତ…

‘ଗିରିଗୋବର୍ଦ୍ଧନ ପୂଜା ପ୍ରକୃତି ପୂଜାର ଆଦ୍ୟ ସ୍ୱର’ ବେହେରାରେ ଗିରିଗୋବର୍ଦ୍ଧନ ପୂଜନୋତ୍ସବ ଅନୁଷ୍ଠିତ

ଧର୍ମଗଡ଼:୧୩/୧୧(ହେମନ୍ତ କୁମାର ମାଝୀ)ଯେତେବେଳେ ବି ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉଠିଛି, ଯାଦବମାନେ ଆଗରେ ରହିଛନ୍ତି। ଦେବପୂଜାକୁ ବିରୋଧ କରି ପ୍ରକୃତି ପୂଜାକୁ ଅପଣାଇବା ପାଇଁ ଶ୍ରୀକୃଷ୍ଣଙ୍କ ଆହ୍ୱାନ ସାଂପ୍ରତିକ ସମାଜରେ ବେଶ୍ ପ୍ରାସଙ୍ଗିକ। ଏହା ପ୍ରକୃତି ପୂଜାର ଆଦ୍ୟ ସ୍ୱର ବୋଲି…

ନୂତନ ସାହିର ନାମକରଣ

ମୁନିଗୁଡା :(ରମାକାନ୍ତ ପୋଡାଲ )ଚଳିତ କାର୍ତ୍ତିକ ମାସ ଅମାବାସ୍ୟା ୧୩  ତାରିଖ ଦିନ ଚାଟିକଣା ସ୍ତିତ  କରା ଯାଇଥିଲା। ନୂତନ ସାହିର ନାମ ହାଟ ପଦା ବୁଦ୍ଧ ନଗର ରଖା ଯାଇଥିଲା। ଉକ୍ତ ନାମକରଣ ଉତ୍ସବ ରେ ଚାଟିକଣା  କୁର୍ଲି ଓ…

ହରଭଙ୍ଗା ବ୍ଲକରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ

ହରଭଙ୍ଗା :୧୨/୧୧ (ଚିତ୍ତରଞ୍ଜନ ସିଂହ)କାର୍ତ୍ତିକ ମାସ ଅମାବାସ୍ୟା ରେ ଶ୍ୟାମାକାଳୀ ପୂଜା ପିଠେ ଓ ମା ଙ୍କ ମୃଣୟ ପ୍ରତିମାକୁ ପୂଜା କରାଯାଇଥାଏ!ଭାରତ ବର୍ଷ ରେ ଉତ୍ତର ଭାରତ ରେ ଆଜିର ଦିନରେ ମା ମହାଲଷ୍ମୀ ଙ୍କୁ ପୂଜା କରାଯାଉଥିବା ବେଳେ…

ଗଣେଶ ଇଂଲିଶ ମିଡି ୟମ ସ୍କୁଲ ର ବିଜ୍ଞାନ ମେଳା

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଠାରେ ଅବସ୍ଥିତ ଗଣେଶ ଇଂଲିଶ ମେଡ଼ିଅମ୍ ସ୍କୁଲ ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି|ଏହି ମେଳା ରେ ୯୬ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିବା…

ବିରାମଚନ୍ଦ୍ରପୁର ଗ୍ରାମରେ ନବାହ ପରାୟଣ କାର୍ଯ୍ୟକ୍ରମ ଶେଷ

ବୌଦ୍ଧ : (ଚିତ୍ତରଞ୍ଜନ ସିଂହ )ବିରାମଚନ୍ଦ୍ରପୁର ଗ୍ରାମର ସୁବର୍ଣ୍ଣଶୋର ମନ୍ଦିର ପ୍ରାଗନରେ ନଅ ଧରି ରାମ ଚରିତ ମାନସ କ୍ରାଯ୍ୟକ୍ରମ ଶେଷ ହୋଇ ଥିବାର କୁହାଯଉଛି! ଏହି କାର୍ଯ୍ୟକ୍ରମ ରେ ଦୈନ ଦୀନ ପାଞ୍ଚ ଶହ ରୁ ଉର୍ଦ୍ଧ ମହିଳା ସାମିଲ…

ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଙ୍କ ତାଲିମ୍ ଶିବିର

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଆଜି ହରଭଙ୍ଗା ବ୍ଲକ ରେ ଥିବା ୨୫ ଗୋଟି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ ନେଇ ଏକ ଦିବଶୀୟ ତାଲିମ୍ ଶିବିର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାର ଅକ୍ଷୟ କୁମାର…

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ୍ ସେବା ଦିବସ ପାଳିତ

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ନଭେମ୍ବର ୯ ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ଗଡିଆଯୋର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ…

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)୨୦୧୪ ମସିହାରେ କେଗାଁ ଥାନା ଅନ୍ତର୍ଗତ କଣ୍ଟାମାଳ ଗ୍ରାମର ଥକାମନା ବେହେରା ଙ୍କ ନାବାଳିକା ଝିଅ ଶୌଚ ପାଇଁ ଯାଉଥିବା ବେଳେ ସେହି ଗ୍ରାମର ଜୟ ପ୍ରସାଦ ବେହେରା ତାକୁ ଅଭଦ୍ର ଭାଷା ରେ ଗାଳିଗୁଲଜ କରିବା…

ତିନି ଅଧିକାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

କଳାହାଣ୍ଡି :(ନରେନ୍ଦ୍ର ନେଗୀ)ଜୟପାଟଣା ବ୍ଲକ ଅନ୍ତର୍ଗତ ଭେଜି ଗୁଡା ଗ୍ରାମ ପଞ୍ଚାୟତ ପରିସରରେ ନୂତନ କାର୍ଯ୍ୟଭାର ଗ୍ରହଣ କରିଥିବା ବି ଡି ଓ ଧର୍ମ ରାଜ ମାଝୀ ଓ ତହସିଲଦାର ରଘୁନାଥ ମୁଣ୍ଡାରୀ ଙ୍କୁ ଭବ୍ୟ ସ୍ବାଗତ କରାଯାଇ ଥିବା ବେଳେ…