ମା ଗଜଲକ୍ଷ୍ମୀ ପୂଜା ଅବସରରେ ୧୦,୦୦୧ ମହାଦୀପ ଯଞ୍ଜ
ବୌଦ୍ଧ :(ଚିତ୍ତରଞ୍ଜନ ସିଂହ)ଐଶ୍ଚର୍ଯ୍ୟ ଓ ପ୍ରାଚୁର୍ଯ୍ୟ ରେ ଅଧିକାରିଣୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ବୌଦ୍ଧ NAC ଅନ୍ତର୍ଗତ ବୁଟୁପାଲି ପୂଜା କମିଟି ଆନୁକୂଲ୍ୟରେ ମହା ସମାରୋହରେ ପାଳିତ ହୋଇଛି!ଆଜି ତୃତୀୟ ସନ୍ଦ୍ୟାରେ ମା ଙ୍କ ଠାରେ ୧୦,୦୦୧ ଦୀପ ଯଞ୍ଜ…