ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଫିଟ୍ ଇଣ୍ଡିଆ ସ୍ବଚ୍ଛତା ଫ୍ରିଡମ ରନ ୪.୦ କାର୍ଯ୍ୟକ୍ରମ

ଢେଙ୍କାନାଳ:ଗୁରୁବାର ଦିନ ଆୟୋଜିତ କରାଯାଇଅଛି।ଏହି ଅବସରରେ ଢେଙ୍କା ମୁଖ୍ୟ ଡାକ ଘର ଏବଂ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟର ର ସମସ୍ତ କର୍ମଚାରୀ ଙ୍କୁ ନେଇ ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା।ଏହି ମାରାଥନ ରେ ପ୍ରାୟ ୬୦ ରୁ ଉର୍ଦ୍ଧ ଡାକ…

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ମିଳିତ ବଜାର ପୂଜା କମିଟି ସଭାପତିଙ୍କ ବାର୍ତ୍ତା

ଢେଙ୍କାନାଳ:ମିଳିତ ବଜାର ଲକ୍ଷ୍ମୀ ପୂଜା କମିଟି ସଭାପତି ଜ୍ଞାନେନ୍ଦ୍ର ବେହେରା କହିଛନ୍ତି ଯେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ମହା ଆଡ଼ମ୍ବରରେ ହେବା ପାଇଁ ସ୍ଥିର କରାଯାଇଛି। ଚଳିତ ବର୍ଷ ପାଗ ଅନୁକୂଳ ଥିବା ରୁ ଯାତ୍ରା ପ୍ରବଳ ମାତ୍ରାରେ ଭିଡ଼…

ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳା ଅଧ୍ୟକ୍ଷ ନିର୍ବାଚନ,ବର୍ଷ ୨୦୨୩/୨୫ ପାଇଁ ରିଙ୍କୁ ଅଗ୍ରୱାଲ ନିର୍ବାଚିତ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳାର ପରିଚାଳନା ପାଇଁ ପ୍ରତି ଦୁଇ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ବର୍ଷ ୨୦୨୩/୨୫ ପାଇଁ ଅଧ୍ୟକ୍ଷ ପଦ ପାଇଁ ପ୍ରେମ ଚାନ୍ଦ ଜୈନ ଓ ରିଙ୍କୁ ଅଗ୍ରୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା…

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକ ‘ ସମୟ ଖେଳୁଛି ଭାଗ୍ୟର ଖେଳ’ ମଞ୍ଚସ୍ଥ

ବୌଦ୍ଧ:୨୬/୧୦: (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନ।ପଙ୍କ ବସଷ୍ଟାଣ୍ଡରେ ସାର୍ବଜନୀନ ଦୁର୍ଗାପୂଜା ଉପଲକ୍ଷେ ମାରୁତି ଯୁବକ ସଂଘର କଳାକାର ମାନଙ୍କ ଦ୍ବାରା ବୁଧବାର ରାତିରେ ନାଟକ ‘ ସମୟ ଖେଳୁଛି ଭାଗ୍ୟର ଖେଳ’ ମଞ୍ଚସ୍ଥ ହୋଇ ଯାଇଛି।…

ଢେଙ୍କାନାଳ ପୈାରପାଳିକା ପକ୍ଷରୁ ସ୍ବଚ୍ଛ ସହର ପରିକଳ୍ପନା ରେ ୱାଡ ର ବିଭିନ୍ନ କାନ୍ଥ ମାନଙ୍କରେ ବିଭିନ୍ନ ପ୍ରକାରର ଚିତ୍ରକଳା

ଢେଙ୍କାନାଳ: ପୈାରପାଳିକା ତରଫରୁ ଢେଙ୍କାନାଳ ବିଭିନ୍ନ ୱାଡ ଓ ରାସ୍ତା କଡମାନଙ୍କରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଓ ସ୍ବଚ୍ଛତା ସଚେତନ କାଟୁନ ଚିତ୍ର ଆଙ୍କି ଲୋକମାନଙ୍କୁ ସଚେତନତା କରାଯାଉଛି। ଏହି କାର୍ଯ୍ୟକ୍ରମ ପୈରନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ଙ୍କ ତତ୍ବାବଧାନରେ…

ଦିବ୍ୟାଙ୍ଗ ରମେଶ ଜୁଆଙ୍ଗ ଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ ସୌମ୍ୟା ମିଶ୍ର

ଢ଼େଙ୍କାନାଳ :ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ବିବ୍ୟାଙ୍ଗ ରମେଶ ଜୁଆଙ୍ଗ ଙ୍କୁ ‘ ମୁଁ ବି କଳାକାର ‘ ସମ୍ମାନରେ ସମ୍ବର୍ଦ୍ଧିତ କଲେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ସଦସ୍ୟ ସୌମ୍ୟା ମିଶ୍ର।ରମେଶଙ୍କ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ…

ମାଁ ସୁରେଶ୍ୱରୀଙ୍କ ଆଜି ଜୟ ଦୁର୍ଗା ବେଶ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମାଁଙ୍କ ସପ୍ତମୀ ଓ ପିଠରେ ଅଷ୍ଟମୀ ପୂଜା ଚାଲିଛି । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟ ଦେବୀ ମାଁ ସୁରେଶ୍ୱରୀ ଆଜି ଅଷ୍ଟମୀ ତିଥିରେ ଜୟ ଦୁର୍ଗା ବେଶରେ…

ମା ଭୈରବୀ ପିଠେ ଅଷ୍ଟମୀ ପୂଜା

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ପୁରୁଣାକଟକ ବସିନୀ ମା ଭୈରବୀ ଙ୍କ ପିଠେ ଗୁପ୍ତ ଅଷ୍ଟମୀ ପୂଜା ରୀତିନୀତି ଅନୁଯାଇ ଶନିବାର ଦିନ ପାଳିତ ହୋଇଛି। ମା ଙ୍କ ପିଠେ ଗୁପ୍ତ ଷୋଳପୂଜା ଚାଲୁ ରହିଥିବାରୁ ଭକ୍ତ ମାନେ…

୨୫ ରୁ ତିନି ଦିନ ଧର୍ମଘଟକୁ ଓହ୍ଲାଇବେ ୧୭ ସମବାୟ ବ୍ୟାଙ୍କ

ଧର୍ମଘଟ ରେ ସାମିଲ୍ ହେବ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ୍ ବୌଦ୍ଧ :(ଚିତ୍ତରଞ୍ଜନ ସିଂହ)ରାଜ୍ୟରେ କାର୍ଯ୍ୟରତ ୧୭  ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କ୍ ରେ କର୍ମଚାରୀ ମାନଙ୍କ ପ୍ରଚେଷ୍ଟା ଫଳରେ ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ମାନେ ଦୀର୍ଘ ବର୍ଷ ଧରି…

ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ କଳସ ଶୋଭାଯାତ୍ରା

ଢେଙ୍କାନାଳ:’ମେରୀ ମାଟି ମେରା ଦେଶ’ ହେଉଛି ‘ଆଜାଦି କା ଅମୃତ ମହୋତ୍ସବ ‘ ର ଅନ୍ତିମ କାର୍ଯ୍ୟକ୍ରମ | ଏହି ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟରେ ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ଢେଙ୍କାନାଳ ଜିଲ୍ଲାର ପ୍ରାୟ ୧୦୦…