ବୌଦ୍ଧରେ ଭିଜିଲାନସ ସଚେତନତା ସପ୍ତାହ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବୌଦ୍ଧ:୨୦ା୧୦(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଭିଜିଲାନସ ସଚେତଦନତା ସପ୍ତାହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସପ୍ତାହ ଅକ୍ଟୋବର ୩୦ ରୁ ଆରମ୍ଭ ହୋଇ ନଭେମ୍ବର…

ARSS କମ୍ପାନୀ ର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଯୁବକଙ୍କ ମୃତ୍ୟୁ

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ୫୭  ନମ୍ବର ଜାତୀୟ ରାଜପଥ ହନୁମାନ ମନ୍ଦିର ପାଖରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ରେ ଏକ ଯୁବକ ମୃତ୍ୟୁ ବରଣ କରିଥିବା ଘଟଣା ସାମ୍ନା କୁ ଆସିଛି। ସୂଚନା ମତେ…

ଡିସେମ୍ବର ୩ ରୁ ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା

ବୌଦ୍ଧ:୨୦/୧୦(ଚିତ୍ତରଞ୍ଜନ ସିଂହ)ଆସନ୍ତା ଡିସେମ୍ବର ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ବୌଦ୍ଧଠାରେ ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ବୌଦ୍ଧର କଚେରୀ ପଡିଆଠାରେ ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା ଆୟୋଜନ କରିବାପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଆଜି ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ କାର୍ଯ୍ୟାଳୟଠାରେ ସଭାପତି…

ଧର୍ମଗଡ଼ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ଓ ଓଡିଶା ମିଳଲେଟ୍ସ ପ୍ରତିଯୋଗିତା ୨୦୨୩ ଅନୁଷ୍ଠିତ

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ ଅନ୍ତର୍ଗତ କାଶୀବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୩ ” ଓ “ଓଡିଶା ମିଳଲେଟ୍ସ ପ୍ରତିଯୋଗିତା ୨୦୨୩ ” ଅନୁଷ୍ଠିତ ହୋଇ ଯାଇଛି l କାର୍ଯ୍ୟକ୍ରମର ଉଭୟ ଉଦ୍ଘାଟନୀ…

ପୂର୍ଣ୍ଣ ଚନ୍ଦ୍ର ରଥ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵ ଥିଲେ

(ସ୍ବର୍ଗତଃ ଇଂଜିନିୟରଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି) ଭୁବନେଶ୍ବର :ଇଞ୍ଜିନିୟର ସ୍ବର୍ଗତଃ ପୂର୍ଣ୍ଣ ଚନ୍ଦ୍ର ରଥ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ।ତାଙ୍କର ମହତ ଜୀବନ ଏବଂ ଉତ୍ତମ ଆଦର୍ଶ ଯୁଗ ଯୁଗ ପାଇଁ ଆମର ଭବିଷ୍ୟତ ପୀଢ଼ି କୁ ପ୍ରେରଣା…

ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜାର ଷଷ୍ଠ ଦିବସ ରେ ସରସ୍ଵତୀ ଦେବୀ ବେଶ ପାଳିତ

ଢେଙ୍କାନାଳ: ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜା ମା’ଙ୍କର ପ୍ରତ୍ୟେକ ଦିନ ବିଭିନ୍ନ ବେଶ । ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ମା’ଙ୍କୁ ନବ ରାତ୍ରୀ ର ଷଷ୍ଠ ଦିନରେ…

ଦେବୋତ୍ତର ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ

ଢେଙ୍କାନାଳ :୧୯ /୧୦ ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତା ରେ ଦେବୋତ୍ତର ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ଦେବୋତ୍ତର ବିଭାଗର ଜମି ଜମାର ସୁରକ୍ଷା ନିମନ୍ତେ…

ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ପଞ୍ଚମ ଦିବସ ରେ ସ୍କନ୍ଧମାତା ବେଶ

ଢେଙ୍କାନାଳ: ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ପଞ୍ଚମ ଦିବସ ପାଳିତ ହୋଇଯାଇଛି। ପ୍ରାତଃ ରୁ କଳସ ପୂଜା,ସୂର୍ଯ୍ୟ ପୂଜା, ଗୋ ପୂଜା, ଷୋଡ଼ଶ ଉପଚାରରେ ପୂଜା, ଚଣ୍ଡୀ ପାଠ ପୂଜା ଓ ଯଜ୍ଞ,…

ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜାର ପଞ୍ଚମ ଦିବସ ରେ ମହାଚଣ୍ଡୀ ଦେବୀ ବେଶ ପାଳିତ

ଢେଙ୍କାନାଳ: ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜା ମା’ଙ୍କର ପ୍ରତ୍ୟେକ ଦିନ ବିଭିନ୍ନ ବେଶ । ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ମା’ଙ୍କୁ ନବ ରାତ୍ରୀ ର ପଞ୍ଚମ ଦିନରେ…

ବିକାଶ ଉଇସଡ଼ମ ପାର୍କରେ ଜଳ ବିଶୋଧନ ପ୍ରକଳ୍ପ ଉଦଘାଟିତ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଭବାନୀପାଟଣା ବନ୍ଦୋପଲାସ୍ଥିତ ବିକାଶ ଉଇସଡ଼ମ ପାର୍କ ପରିସରରେ ଆଜି ଏକ ଜଳ ବିଶୋଧନ ପ୍ରକଳ୍ପ ( ଜିରୋ ଲିକୁଇଡ ଡିସ୍ଚାର୍ଜ ସ୍ବେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ )ଉଦଘାଟିତ ହୋଇଯାଇଛି l ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର କାର୍ଯ୍ୟକାରୀ ନିର୍ଦେଶକ ଡି.…