ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ କଳସ ଶୋଭାଯାତ୍ରା
ଢେଙ୍କାନାଳ:’ମେରୀ ମାଟି ମେରା ଦେଶ’ ହେଉଛି ‘ଆଜାଦି କା ଅମୃତ ମହୋତ୍ସବ ‘ ର ଅନ୍ତିମ କାର୍ଯ୍ୟକ୍ରମ | ଏହି ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟରେ ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ଢେଙ୍କାନାଳ ଜିଲ୍ଲାର ପ୍ରାୟ ୧୦୦…