ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କୋଟ ପରିସରରେ ଆଇନ ସଚେତନତା ଶିବିର

ରାୟଗଡା :(ରମାକାନ୍ତ ପୋଡାଲ)ସକାଳ ଘ.୯.୩୦ମି ରେ ସ୍ଥାନୀୟ ଜିଲ୍ଳା ଅଦାଲତ ର ଭିଡିଓ କନଫରେନ୍ସ ହଲ୍ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ କର୍ମକ୍ଷେତ୍ରରେ ମହିଳାମାନଙ୍କର ଯୌନ ନିର୍ଯ୍ୟାତନ ସୁରକ୍ଷା ଆଇନ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ…

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ବାଣତୁମ୍ବ ଗ୍ରାମର ଉଭୟ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ପଦ୍ମନାଭ କରଙ୍କର ଗତକାଲି ୯୧ ବର୍ଷ ବୟସରେ ପରଲୋକ ଘଟିଛି I ସ୍ଵର୍ଗତ କର କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ…

ବୂଦ୍ଧ କାଳରେ ପେନସନ ଆମର ଦାବୀ ,ସରକାର ତୁମେ ମାନିନିଅ

ବିଷମକଟକ :(ରୁ ରମାକାନ୍ତ ପଡ଼ାଲ) ବିଷମକଟକ ବ୍ଲକ ଆଜି ଉତ୍କଳ ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ ତରଫୁର ବ୍ଲକ ଅଫିସ ଠାର ଗଣଧାରଣାର।ପୂରୁଣା ପେନସନ କୁ ଫରେଇ ଦିଅ ହଟାଇ ନିଅ ପୂରୁଣା ପେନସନ ଏନେଇ ଦାବୀ ରଖିଛନ୍ତ୍ ଓଡିଶା ସରକାର…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର୍ ସିକ୍ୟୁରିଟି ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜନଗର ତାଲୁକା ଆଇନ୍ ସେବା କମିଟି ତରଫରୁ ସାମାଜିକ ଗଣମାଧ୍ୟମ ନିରାପତ୍ତା ଏବଂ ସାଇବର୍ ଅପରାଧ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ତାଲୁକା ଆଇନ୍…

କlକାଙ୍କ ହତ୍ୟା ଘଟଣାରମୁଖ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ନର୍ଲା ଥାନା ଅନ୍ତର୍ଗତ ଖାଇଚୁଆ ଗ୍ରାମର ବୃଦ୍ଧଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋଟ ଚାଲାଣ କରିଛି lଗତ ୮  ତାରିଖ ଦିନ ଖାଇଚୁଆ ଗ୍ରାମର ଯୋଗେନ୍ଦ୍ର ବାଗ ନାମକ ଜୈନିକ ୬୦  ବାର୍ଷିୟ…

ଲଗାଣ ବର୍ଷା ରେ ଲୋକଙ୍କ ସେବା କରୁଛନ୍ତି ପୂର୍ବତନ ସୈନିକ ଗିରିରାଜ ସିଂ ମାଝୀ

କଣ୍ଟାବାଞ୍ଜି ବ୍ୟୁରୋ :(ନରେନ୍ଦ୍ର ନେଗୀ)ଲଗାଣ ବର୍ଷାରେ ଉବୁଟୁବୁ କଣ୍ଟାବାଞ୍ଜି ସହର । ପ୍ରବଳ ବର୍ଷା ହେତୁ କଣ୍ଟାବାଞ୍ଜି ସହରର ବିଭିନ୍ନ ଜାଗାରେ ଘରଗୁଡ଼ିକ ପାଣି ପଶି ଯାଇଥିବା ବେଳେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ଏଭଳି ସ୍ଥିତିର ଅତି…

ବାଇକ ଆରୋହୀ ଉପରେ ପଡିଲା ଗଛ, ଗୁରୁତର ଆରୋହୀ ଡାକ୍ତରଖାନାରେ ଭର୍ତ୍ତି

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର – ରିଶୀଡା ପୂର୍ତ୍ତ ବିଭାଗ ରାସ୍ତାର ପାଜିବାହାଲି ନିକଟରେ ଏକ ବିରାଟକାୟ ତେନ୍ତୁଳି ଗଛ ଗୁରୁବାର ଅପରାହ୍ନରେ ହଠାତ ଏକ ବାଇକ ଆରୋହୀଙ୍କ ଉପରେ ପଡିଯାଇଥିଲା l ଫଳରେ ଉକ୍ତ ଆରୋହୀ ଜଣକ ଗଛତଳେ…

ଧର୍ମଗଡ଼ ଜିଲ୍ଲା ଘୋଷଣା ପାଇଁ ମାଳି ସମାଜର ଗଣ ଧାରଣା

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଆଜି ୧୮ତମ ଦିନରେ ଧର୍ମଗତ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଜଣାଇ କଳାହାଣ୍ଡି ମାଳି ସମାଜ ତରଫରୁ ଗଣଧାରଣା ଦେଇଥିଲେ. ସକାଳେ ପ୍ରବଳ ବର୍ଷା ସତ୍ୱେ ଜିଲ୍ଲା ଦାବୀର ଗୁରୁତ୍ୱକୁ ବୁଝି ପାରି, ଜିଲ୍ଲାର ବିଭିନ୍ନ ଅଂଚଳ…

ହରଭଙ୍ଗା ବ୍ଲକ୍ ସ୍ତରୀୟ ସଂସାଧନ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଜ୍ଜାପିତ

ହରଭଙ୍ଗା: ୧୩/୦୯ (ଚିତ୍ତରଞ୍ଜନ ସିଂହ ) ହରଭଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓଡ଼ିଶା ସରକାର ଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି…

ଉଚ୍ଚଳା ଠାରେ ଚାଷୀ ଓ ବ୍ୟବସାୟୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

ଧର୍ମଗଡ଼: ତା ୧୩/୦୯ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଚ୍ଚଳା ଇନାମ ମଣ୍ଡି ଠାରେ ଚାଷୀ ଓ ବ୍ୟବସାୟିଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଞ୍ଚଲା ଧୀନ ଧାନ ବ୍ୟତୀତ୍ୱ ଅନ୍ୟ କୃଷି ଜାତ ଦ୍ରବ୍ୟ…