୧୭ ଦିନରେ ପହଞ୍ଚିଲା “ଧର୍ମଗଡକୁ ଜିଲ୍ଲା ଦାବୀ” ସମର୍ଥନ ରେ ବସିଲେ ଅଲ୍ ଓଡିଶା ସିଡୁଲ କାଷ୍ଠ ଫେଡରେସନ
୧୭ ତମ ଦିବସର ରେ ପହଞ୍ଚିଲା ଧର୍ମଗତ ଉପଖଣ୍ତ କୁ ଜିଲ୍ଲା ମାନ୍ୟତା ଧର୍ମଗଡ଼: ୧୩/୯(ହେମନ୍ତ କୁମାର ମାଝୀ)ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ ଦାବି ନେଇ ଅଲ୍ ଓଡିଶା ସିଡୁଲ କାଷ୍ଠ ଫେଡରେସନ…