ଗଂଜେଇ ଚାଲାଣ ରେ ତିନି iRB ଯବାନ ଗିରଫ ଓ କୋର୍ଟ ଚାଲାଣ

ହରଭଙ୍ଗା :(ଚିତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ରେ ପୁଣି ଖାକିରେ ଲାଗିଲା କଳଙ୍କ lପୋଲିସ କୁ ବାନ୍ଦିଲା ପୋଲିସ l ଜିଲ୍ଲା ମନମୁଣ୍ଡା ଥାନା ରେ ଦେଖିବାକୁ ମିଳିଛି ଏପରି ଘଟଣା l ବାରାକ ରେ ଗଂଜେଇ ରଖିଥଲେ irb…

ଟ୍ରାକ୍ଟର ଉଦ୍ଧାର ଜଣେ ଗିରଫ

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତୁକୁଲୁଣ୍ଡା ଜଙ୍ଗଲ ଭିତରୁ ଚୋରି ହୋଇଥିବା ଟ୍ରାକ୍ଟର ଉଦ୍ଧାର କରିଚି ପୁରୁଣା କଟକ ପୋଲିସ l ସୂଚନା ମତେ ଗତ 3 ତାରିଖ ରେ ପୁରୁଣା କଟକ ପୁରୁଣାକଟକ ଗ୍ରାମର ମିଲନ…

ନୃଶଂସ ସ୍ତ୍ରୀର ଛୁରା ମାଡ଼ରେ ସ୍ବାମୀ ଗୁରୁତର

କେସିଙ୍ଗା : (ପ୍ରୀତେଶ ପଟେଲ)ସତ୍ୟବାନ୍ ର ଜୀବନ ବଞ୍ଚାଇବା ପାଇଁ ସାବିତ୍ରୀ ଜମ ସହିତ ଲଢେଇ କରିଥିଲେ ।ଆଜି ଲୋକେ ମହାକୁମ୍ଭ ରେ ପରିବାର ସହ ପବିତ୍ର ଗଙ୍ଗା ନଦୀ ରେ ଗାଧୋଇ ପୁଣ୍ୟ ଅର୍ଜନ କରୁଛନ୍ତି, ଆଉ ଅନ୍ୟ ପଟେ…

ରାଇଘର ରେ ଦିନ ଦାହାଡ଼େ ବ୍ୟବସାୟୀଙ୍କୁ ଆକ୍ରମଣ

ନବରଙ୍ଗପୁର(ବେଣୁ ଗୋପାଳ ରାଓ)ରାଇଘର ରେ ଦିନ ଦାହାଡ଼େ ବ୍ୟବସାୟୀଙ୍କୁ ଆକ୍ରମଣ l ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମାର ଜଣେ ମକା ଧାନ ବ୍ୟାପାରୀ ଅବଦୁଲ ଅବସରୀ ଯାହାର ବୟସ ୬୩ ବର୍ଷ l ସେ ସକାଳ ୧୦ ଘଣ୍ଟିକା…

ଭ୍ୟାନ ଉପରେ ଅତର୍କିତ ଚଢ଼ାଉ କରି ଗଞ୍ଜେଇ ଜବତ

ମୁନିଗୁଡ଼ା (ରମାକାନ୍ତ ପଡ଼ାଲ)ଗତ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା iic ଶ୍ରୀମତୀ ସୌଦାମିନୀ ବେହେରା ଏକ ଟିମ ଧରି ଚନ୍ଦ୍ରପୁର ବ୍ଲକ ର ଡାଙ୍ଗସୋରଡା ନିକଟରେ ଏକ ଟାଟା ଭ୍ୟାନ ନୋ up 12 B ୬୯୨୨ …

ହାତୀଦାନ୍ତ ମାଫିଆଙ୍କ ଲିଙ୍କରେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣା

ମୁନିଗୁଡ଼ା (ରମାକାନ୍ତ ପଡ଼ାଲ)ଆଜକୁ ଦୁଇଦିନ ହେଲା ଦୁଇଟି ହାତୀଦାନ୍ତ ସହ ୫  ଜଣ ମାଫିଆ ଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ, ଦୁଇଜଣ ମାଫିଆ ମୁନିଗୁଡା ଅଂଚଳ ର ହୋଇଥିବା ବେଳେ, ଅନ୍ୟ ୩  ଜଣ ପଡୋଶୀ କଳାହାଣ୍ଡି ର ବୋଲି…

କାଳହେଲା ବାଘଛାଲ ବେପାର,ଜଣକୁ ବାନ୍ଧିଲା ଏସଟିଏଫ୍ ଟିମ

ହରଭଙ୍ଗା :  (ଚିତ୍ତରଞ୍ଜନ ସିଂହ) : ବୌଦ୍ଧ ବନଖଣ୍ଡ ଅଧିନ ମନମୁଣ୍ଡା ବନାଞ୍ଚଳରୁ ଚିତାବାଘ ଛାଲ ଜବତ କରିବା ସହ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ ଟିମ । ସୂଚନା ଅନୁଯାୟୀ ଚିତାବାଘ ଛାଲ ଚାଲାଣ ହେବାକୁ…

୧୩ ଟି ଚୋରି ବାଇକ୍ ଜବତ ଜଣେ ଅଭିଯୁକ୍ତ ଗିରଫ

ଏସଡିପିଓ ଙ୍କ ସାମ୍ବାଦିକ ସମ୍ମିଳନୀ ଅଭିଯୁକ୍ତ କୁ କୋର୍ଟ ଚାଲାଣ ଧର୍ମଗଡ଼,୧୪|୧୨/୨୪ (ହେମନ୍ତ କୁମାର ମାଝୀ)ଧର୍ମଗଡ ଉପଖଣ୍ଡ ଅଞ୍ଚଳରେ ଦୈନନ୍ଦିନ ବାଇକ ଚୋରି ହେବା ଭଳି ଖବର ବଢି ଚାଲିଛି । ପୁଲିସର ନିଷ୍କ୍ରିୟତା ଯୋଗୁଁ ଚୋର ମାନେ ବିଭିନ୍ନ ସ୍ଥାନ…

ଦୁଇ ଦିନ ରେ ତିନିଟି ଚୋରି ଘଟଣା,କେସିଙ୍ଗା ପୁଲିସ ପାଇଁ ଖୁଲମ୍ ଖୁଲ୍ଲା ଚାଲେଞ୍ଜ

କେସିଙ୍ଗା :  (ପ୍ରୀତେଶ ପଟେଲ)ଗତ କିଛି ଦିନ ତଳେ ଚୋରି ଅଭିଯୋଗ ର ୨୪ ଘଣ୍ଟା ଭିତରେ ଚୋର ମାନଙ୍କୁ ଧରି ନିଜର କାର୍ଯ୍ୟ ଦକ୍ଷତା ବଳରେ ସହର ବାସି ଙ୍କ ବିଶ୍ୱାସ ର ପାତ୍ର ହୋଇଥିବା କେସିଙ୍ଗା ପୋଲିସ ଆଜି…

ଅସହ୍ୟ ହେଲା ଯୌତୁକ ନିର୍ଯ୍ୟାତନା ବିବାହର ୪ ବର୍ଷ ପରେ ସନିଆଙ୍କ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର ଥାନା ରେ ଅଭିଯୋଗ

ମୁନିଗୁଡ଼ା : ( ରମାକାନ୍ତ ପଡାଲ)ପ୍ରେମ ବିବାହର କରୁଣ କାହାଣୀ । ଅସହ୍ଯ ହେଲା ଯୌତୁକ ନିର୍ଯାତନା। ବିବାହର ୪ ବର୍ଷ ପରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ପରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର। ରାୟଗଡ…