ସ୍ଵେଚ୍ଛାକୃତ ରକ୍ତଦାନ କରି ନିଜ ଗ୍ରାମକୁ ସଚେତନ ବାର୍ତ୍ତା ପ୍ରଦାନ
ବେଲଗୁଣ୍ଠା,;୨୦/୦୬ ବର୍ତ୍ତମାନ ରକ୍ତଭଣ୍ଡାର ଗୁଡ଼ିକରେ ଯେଉଁଭଳି ଭାବରେ ରକ୍ତ ସଙ୍କଟ ଦେଖାଦେଇଛି ଏଥିପାଇଁ ଲୋକଙ୍କ ମଧ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ସୃଷ୍ଟି କରିବା ଜରୁରୀ ହୋଇପଡ଼ିଛି I ଖାସ୍ କରି ଗ୍ରାମାଞ୍ଚଳ ଗୁଡ଼ିକରେ ବର୍ତ୍ତମାନ ମଧ୍ୟ ଲୋକଙ୍କର ରକ୍ତଦାନ ପାଇଁ…