ଅପରାଜିତା ଷଡ଼ଙ୍ଗୀ ଙ୍କ ଗସ୍ତ ପାଇଁ ବୌଦ୍ଧ ବିଜେପିର ପ୍ରସ୍ତୁତି ବୈଠକ
ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଥିଲା ।ଆସନ୍ତା ତା ୦୧.୧୧.୨୩ ବୁଧବାର ଦିନ ବୌଦ୍ଧ ଜିଲ୍ଲା…