ଆସନ୍ତା ଡିସେମ୍ବର ୨୧ ଓ ୨୨ରେ ହେବ ବୁଢ଼ା ଡାଙ୍ଗର ଲୋକ ମହାଉତ୍ସବ

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଜାତୀୟ ବୁଢା ଡଙ୍ଗର ଲକୋ ମହୋତ୍ସବ ଆସନ୍ତା ଡିସେମ୍ବର ୨୧ ଓ ୨୨ରେ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଏଥିପାଇଁ…

ବୌଦ୍ଧ ଜିଲ୍ଲା ସ୍ତରୀୟ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବିକଶିତ ଓଡ଼ିଶା ଗଠନ ରେ ସମବାୟର ଭୂମିକା କୁ ନେଇ ସମବାୟ ସପ୍ତାହ ପାଳନର ଅବସରରେ ଚାରିଛକ ଅଂଶୁଲା ଠାରେ ବୌଦ୍ଧ ଜିଲ୍ଲା ସମବାୟ କର୍ମଚାରୀ ସଙ୍ଘ ପକ୍ଷରୁ 71 ତମ ନିଖିଳ ଭାରତ ସମବାୟ…

ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦେଇ ପ୍ରବାହିତ ପୁଣ୍ୟାତୋୟା ବୈତରଣୀ ନଦୀ ର ଦସାଶ୍ୱମେଧ ଘାଟରେ ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ପରିଷଦର ସଭାପତି ପ୍ରତିମା କରଙ୍କ ସଭାପତିତ୍ଵରେ ଅନୁଷ୍ଠିତ…

ଯାଜପୁରରେ ଉଦଘାଟିତ ହେଲା ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠ

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଜାତୀୟ ପ୍ରେସ ଡେ ଅବସର ରେ ଯାଜପୁର ରେ ଉଦଘାଟିତ ହେଲା ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠ। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଏହି ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠକୁ ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା…

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ବୁଡ଼ା ମଶାରୀ ବଣ୍ଟନ,ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ଶୁଭାରମ୍ଭ

ମୁନିଗୁଡା: ୧୬।୧୧ (ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟିକର ପଡ଼ା ଗ୍ରାମରେ ଔଷଧ ବୁଡା ମଶାରୀ ବଣ୍ଟନ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ବିଷମ କଟକ ବିଧାୟକ ନୀଳ ମାଧବ ହିକକାଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି।ସମ୍ପ୍ରତି ଉପାନ୍ତ ଅଞ୍ଚଳ ମାନଙ୍କରେ ମ୍ୟାଲେରିଆ, ଡେ଼ଙ୍ଗୁ…

ଗୋଲାମୁଣ୍ଡା ରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ

ଜିଲ୍ଲାର  ବିକାଶ ପାଇଁ ସାମ୍ବାଦିକ ଙ୍କ ସହଯୋଗ ଆବଶ୍ୟକ  ଧର୍ମଗଡ ତା ୧୬/୧୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲା ଗୋଲାମୁଣ୍ଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଶନିବାର ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲା ସାମ୍ବାଦିକ ୟୁନିୟନ…

ମହାନଦୀ ଶଯ୍ୟାରେ ବଢୁଛି ଶୋଭା,ଭିଡ ଜମେଇଲେଣି ଅତିଥି ପକ୍ଷୀ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)ଘଞ୍ଚ ଜଙ୍ଗଲ ପାହାଡ ପର୍ବତ ମଧ୍ୟରେ ରହିଛି ପଦ୍ମତୋଳା ଅଭୟାରଣ୍ୟ।ଉକ୍ତ ଜଙ୍ଗଲ ଟି ସବୁଜିମା ରେ ପରିପୂର୍ଣ ଅଟେ।ସୁରକ୍ଷା ଦୃଷ୍ଟି ରୁ ଏହି ଅଭୟାରଣ୍ୟ କୁ ପ୍ରତିବର୍ଷ ଦେଶ ବିଦେଶ ର ବିଭିନ୍ନ ପ୍ରଜାତି ର ପକ୍ଷୀ ଙ୍କ…

ଶ୍ରୀପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁଙ୍କ ୧୪ତମ ପ୍ରତିଷ୍ଠା ମହାଆଡମ୍ବର ରେ ପାଳିତ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୌଦ୍ଧ ଜିଲ୍ଲାର ଚାରିଛକ ସ୍ଥିତ ଶ୍ରୀପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁଙ୍କ ୧୪ତମ ପ୍ରତିଷ୍ଠା ମହାଆଡମ୍ବର ରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଜଗନ୍ନାଥ ମହାପ୍ରଭୁଙ୍କ ସକାଳ ଧୂପ ପରେ…

୧୮ ନଭେମ୍ବର ରୁ ଆରମ୍ଭ ହେବ କୁଷ୍ଠ ନିରୁପଣ ଅଭିଯାନ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୮ ନଭେମ୍ବର ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଜିଲା ବ୍ୟାପି କୁଷ୍ଠରୋଗ ଚିହ୍ନଟ…

ରାହାସ ପୂର୍ଣ୍ଣମା ଅବସରରେ କଳସ ଯାତ୍ରା

ହରଭଙ୍ଗା ; (ଚିତ୍ତରଞ୍ଜନ ସିଂହ)ପୁଣ୍ୟ ମାସ କାର୍ତିକ ମାସ l କାର୍ତିକ ମାସ ପୂର୍ଣ୍ଣମା କୁ ରାହାସ ପୂର୍ଣ୍ଣମା ଭାବେ ରାଧା କୃଷ୍ଣ ଯୁଗଳ ମୂର୍ତ୍ତି କୁ ବିଭିନ୍ନ ସ୍ଥାନରେ ପୂଜା କରୁଥିବା ବେଳେ ଶେଷ ସୋମବାର ପଞ୍ଚୁକ ଆରମ୍ଭ ରେ…