ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ଶୁକ୍ରବାର ଦିନ 10 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଜେଲରେ ଥିବା ବନ୍ଦୀ ମାନଙ୍କୁ ଦିଆଯାଉଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମକୁ ପରିଦର୍ଶନ କରିଛନ୍ତି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଅଜୟ କୁମାର…

୨୬ରେ ଦ୍ୱିତୀୟ ରାଜ୍ୟ ସ୍ତରୀୟ ସେବା ମହୋତ୍ସବ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଦ୍ୱିତୀୟ ସେବା ମହୋତ୍ସବ ପାଇଁ ଆସୋସିଏସନ ଆବାହକ ବିଭୁଦତ୍ତ ବୋଷ ଙ୍କ ଅଧକ୍ଷତା ରେ ଆନୁଷ୍ଠାନିକ ଭାବେ ଶୁକ୍ରବାର ଦିନ…

ସାବୁନଭାଡି ଏବଂ ବାଞ୍ଜିପଦର ନାଳ ଉପରେ ସୁଉଚ୍ଚ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ

ଧର୍ମଗଡ ତା ୬/୨(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ଟିପିଗୁଡା ଏବଂ ଡୁମେରଗୁଡା କୁ ସଂଯୋଗୀକରଣ କରୁଥିବା ଏକ ବିଶାଳ ନାଳ ଉପରେ ଏକ ସୁଉଚ୍ଚ ପୋଲ ସହ ୨କିମି ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର…

ଦୁର୍ଘଟଣାରେ ଚାଳକ ମୃତ, ଚାରି ଗୁରୁତର

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛ ରେ ପିଟି ହେଲା କାର । ଘଟଣା ସ୍ଥଳରେ ଚାଳକ ମୃତ ଚାରିଜଣ ଗୁରୁତର । ପୁରୁଣାକଟକ ଥାନା ଝାଡ୍ରାଜିଙ୍ଗ ଛକ ନିକଟରେ ଦୁର୍ଘଟଣା…

ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ କାଶୀବାହାଲ କ୍ଲଷ୍ଟର୍ ପକ୍ଷରୁ କ୍ଲଷ୍ଟରସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

ଧର୍ମଗଡ଼(ହେମନ୍ତ କୁମାର ମାଝୀ)ସିଆରସି ସି ରାଜେନ୍ଦ୍ର ଦୁରିଆ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବ୍ଲକ୍ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ମୁଖ୍ୟବକ୍ତା ଭାବରେ ଜିଲ୍ଲା ପରିଷଦ ସଦସ୍ୟ ତଥା କଳାହାଣ୍ଡି ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟି…

ବୌଦ୍ଧ ବ୍ଲକ ମୁରଶୁଣ୍ଢୀରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୁଧବାର ଦିନ ଦିବା ଘ.11.30 ମିନିଟ ସମୟରେ ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢ1 ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଖୋର୍ଦ୍ଧା ଜିଲ୍ଲା…

ଧର୍ମଗଡ଼ ବ୍ଲକ ରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ

ଧର୍ମଗଡ଼ ତା ୫/୨(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ ଠାରେ ଆଜି ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଉପ ଜିଲ୍ଲାପାଳ ଧର୍ମଗଡ଼ ଧୀମାନ ଚକମା,…

ସିଧାପ୍ରସାରଣ ଜରିଆରେ “ବିକଶିତ ଗାଁ ବିକଶିତ ଓଡିଶା “ଶୁଭାରମ୍ଭ କାର୍ଯ୍ୟକ୍ରମ….

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ).ଓଡିଶା ର ସର୍ବାଙ୍ଗୀନ ଉନ୍ନତି ଦିଗରେ ରାଜ୍ୟ ସରକାରଙ୍କ ନୂତନ ଯୋଜନା “ବିକଶିତ ଗାଁ ବିକଶିତ ଓଡିଶା “ର ଶୁଭାରମ୍ଭ ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଠାରେ ଶୁଭାରମ୍ଭ କରିଛନ୍ତି l…

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସାମ୍ପୋଚ ର ତୃତୀୟ ବାର୍ଷିକ ଉତ୍ସବ

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) .ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସାମ୍ପୋଚ ର ତୃତୀୟ ବାର୍ଷିକ ଉତ୍ସବ ମଙ୍ଗଳ ବାର ଦିନ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ତୃତୀୟ ବାର୍ଷିକ ଉତ୍ସବ ସାଧାରଣ ସଭାରେ ନିମନ୍ତ୍ରିତ ଅତିଥି…

ଟ୍ରାକଟର ଚୋରି, ଥାନାରେ ଅଭିଯୋଗ, ପୋଲିସ ର ତଦନ୍ତ ଜାରି….

ବୌଦ୍ଧ(ଚିତ୍ତରଞ୍ଜନ ସିଂହ).ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୁରୁଣାକଟକ ଏଚ ପି ଗ୍ୟାସ ଦୋକାନ ସାମ୍ନା ରୁ ଟ୍ରାକଟର ଚୋରି, ଚୋରି ନେଇ ପୁରୁଣାକଟକ ଥାନାରେ ଅଭିଯୋଗ l ଅଭିଯୋଗ କୁ ଭିତ୍ତି କରି ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଂଚି ଚୋରି…