ଟିଟିଲାଗଡରେ ଆୟକର ବିଭାଗର ହୋଇଥିବା ଚଢଉରେ ମିଳିଛି ୧୧ କୋଟି ଟଙ୍କା

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ)ରାଜ୍ୟରେ ହଟ ଚମଟ ସୃଷ୍ଟି କରିଥିବା ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢଉ ଏବେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଦିନକୁ ଦିନ ଚଢ଼ାଉ ଟଙ୍କାର ମୂଲ୍ୟ ଜାଣି ଲୋକେ ହତବାକ ହୋଇଗଲେଣି। ରାଜ୍ୟର…

ସିଜିମାଳି ଖଣି ଖନନ ନିମନ୍ତେ ଜଙ୍ଗଲ ଜମି କିସମ ପରିବର୍ତନ ନିମନ୍ତେ ପଲ୍ଲୀସଭା

କାଶୀପୁର: (ଅଞ୍ଜନ କୁମାର ନାଏକ)ସିଜିମାଳୀ ଖଣି ପ୍ରଭାବିତ ଅଞ୍ଚଳରେ ସରକାରୀ ପର୍ଯ୍ୟାୟରେ ତା ୮/୧୨/୨୩ରିଖ ରେ ରାୟଗଡା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତକୁ ଲାଗିଥିବା ପ୍ରାୟ ୧୦ ଗୋଟି ଗ୍ରାମ ରେ ଜଙ୍ଗଲ ଜମି କିସମ ପରିବର୍ତନ (FRA )…

ବାହାରେ ପଡିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ

ହରଭଙ୍ଗା: ୮/୧୨ (ଚିତ୍ତରଞ୍ଜନ ସିଂହ)ସ୍ପିରିଟି କାରଖାନା ବିଡ଼ିପିଏଲ ପାଚେରୀ ବାହାରେ ପଡିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ । ଚିରା ଟଙ୍କା ପଡିଥିବାର ଦେଖି ବୋହି ନେଲେ ସ୍ଥାନୀୟ ଲୋକ । ୫ସହ ଟଙ୍କିଆ ନୋଟ ସହ ପଡିଛି…

ଶ୍ରୀକ୍ଷେତ୍ର ରୁ ପାତାଳି ଶ୍ରୀକ୍ଷେତ୍ର କୁ ଆସିଲା ସୁଭଦ୍ରା ରଥ ଚକ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଦେବୀ ସୁଭଦ୍ରା ଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଠାରେ ରହିବ । କୋଟସମଲେଇ ପାତାଳୀ କ୍ଷେତ୍ର ରୁ ଯାଇଥିବା ତୁଳସୀ ଗାଡିରେ ଶ୍ରୀକ୍ଷେତ୍ର…

ଅପହରଣ ଓ ହତ୍ୟା ଅଭିଯୋଗରେ ମହାନଦୀ ସେତୁ ଉପରେ ଶବ ରଖି ରାସ୍ତାରୋକ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ମହାନଦୀ ସେତୁ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର l ପୀଡିତ ପରିବାର ଓ ଗ୍ରାମବାସୀ ଆଣୁଛନ୍ତି ଅପହରଣ ଓ ହତ୍ୟା ଅଭିଯୋଗ l ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା…

ଆଇନ ଅମାନ୍ୟକାରୀଙ୍କ ଉପରେ କଠୋର ହୁଅ – ଜିଲ୍ଲାପାଳ

କଳାହାଣ୍ଡି:( ନରେନ୍ଦ୍ର ନେଗୀ)୨୩/୧୧:ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ଓ ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ପରିବହନ ବିଭାଗର…

ବିଜୁ କନ୍ୟା ରତ୍ନ ଯୋଜନା ର ଶୁଭାରମ୍ଭ

ବଲାଙ୍ଗୀର ବ୍ୟୁରୋ: ୨୩/୧୧(ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ର ବ୍ଲକ୍ ସଭା ଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆଯୋଜନ କ୍ରମେ ବେଲପଡ଼ା ବ୍ଲକ୍ ପାଇଁ ବିଜୁ କନ୍ୟା ରତ୍ନ ଯୋଜନ। ର ଶୁଭ।ରମ୍ଭ କରିଥିଲେ ମୁଖ୍ୟ ଅତିଥି…

ଏଇଓଡ଼ିଶା ରେ ଖବର ପ୍ରସାରଣ ପରେ ପୁଣି ଥରେ ନିର୍ମାଣ ହେଲା ରାସ୍ତା। ଅଧିକ୍ଷଣ ଯନ୍ତ୍ରୀଙ୍କ ଚେତାବନୀ କାମ ଦେଲା

ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ରୁ ବଲାଙ୍ଗିର ଯିବା ଏମଡିଆର ୪୦ ରାସ୍ତାର ମରାମତି କାର୍ଯ୍ୟ ଚାଲିଥିଲା। କାର୍ଯ୍ୟର ମାନ ଅତି ନିମ୍ନ ମାନର ଅଭିଯୋଗ କରିଥିଲେ ଗ୍ରାମବାସୀ ଓ ବିଜେପି ନେତା ମହେନ୍ଦ୍ର ଠାକୁର।ସୋମବାର ଦିନ ଖବର ପ୍ରସାରଣ ହେବା…

ଦିନକୁ ଦିନ ବୃଦ୍ଧି ପାଉଛି ଦୁର୍ଘଟଣା ସାଂସଦ ପ୍ରତିଶ୍ରୁତି ପାଣି ର ଗାର ! କେବେ ନିର୍ମାଣ ହେବ ଭୁତଳ ପୋଲ୍

ବଲାଂଗୀର ବ୍ୟୁରୋ:୨୨/୧୧ 🙁 ନରେନ୍ଦ୍ର ନେଗୀ)କଣ୍ଟାବାଞ୍ଜି ଏନଏସି ଛକ ନିକଟରେ ସ୍ଵାଧୀନତା ପୁର୍ବରୁ ଗୋଟିଏ ରେଲୱେ ଫାଟକ ରହିଥିଲା । ବର୍ଷ ୨୦୧୮ ମସିହା ରେ ରେଳ କତୃପକ୍ଷ ପୋଲିସ୍ ଥାନା ନିକଟ ରେ ତିଆରି କରିଥିଲେ ଗୋଟିଏ ଭୁତଳ ପୋଲ…

ପୋଲିସ ଓ ମାବାଦୀଙ୍କ ମଧ୍ୟରେ ଗୁଳବିନିମୟ

ବୌଦ୍ଧ: ୨୧ /୧୧ (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସଗଡା ଫାଣ୍ଡି ଅନ୍ତର୍ଗତ ରାବନେଶ୍ୱର ଜଙ୍ଗଲ ରେ ପୋଲିସ୍ ଓ ମାଓବାଦୀ ଙ୍କ ମଧ୍ୟରେ ପ୍ରାୟ 50ମିନିଟ୍ ଧରି ଗୁଳି ବିନିମୟ ହୋଇଥିବା ସୁଚନା ମିଳିଛି। ସୂଚନା ମତେ…