ଦିନିକିଆ ବୌଦ୍ଧ ଗସ୍ତ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)ମନ୍ତ୍ରୀ ବିଳମ୍ବିତ ରାତ୍ରି ରେ ଆସି ବୌଦ୍ଧ ବିଜୁ ପଟ୍ଟନାୟକ ଛକ ଠାରେ ପହଞ୍ଚିବା ପରେ ଦଳୀୟ କାର୍ଯକର୍ତ୍ତା ପୁଷ୍ପ ଗଛ ଦେଇ ସ୍ଵାଗତ କରିଥିଲେ । ଜିଲ୍ଲା ସର୍କିଟ ହାଉସ ରେ ପହଞ୍ଚି ସେଠାରେ ଦଳୀୟ କାର୍ଯକର୍ତ୍ତା…

କାଶୀପୁର ଠାରେ ପିଏମ ପୋଷଣ ଯୋଜନାର ଦ୍ୱିତୀୟ ତାଲିମ ଶିବିର ଅନୁଷ୍ଠିତ

କାଶୀପୁର ୨୬/୧୨( ଅଞ୍ଜନ କୁମାର ନାଏକ)କାଶୀପୁର ବ୍ଲକ ସଦର ମହକୁମା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ରେ ଆଜି ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ଗୋଡିବାଲି, ଶୁଙ୍ଗେର ଓ ତଳଝିରି ପଞ୍ଚାୟତ ଭଳି ୩ଟି କ୍ଲଷ୍ଟର ର ପାଚିକାଙ୍କୁ ନେଇ ପିଏମ ପୋଷଣ…

ସୁବର୍ଣ୍ଣ ଲୋକ ମହୋତ୍ସବ ସାଂସ୍କୃତିକ କମିଟି ବୈଠକ 

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକ ରେ  ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ,ରାମଧୂନ କ୍ଲବ, ବାପୁଜୀ କ୍ଲବ, ବ୍ଲକଛକ ଦୁର୍ଗାପୂଜା କମିଟି, ସ୍ଵଚ୍ଛଭାରତ ସଙ୍ଗଠନ, ପ୍ରାଇଭେଟ୍ ବସ୍…

ଠକାମୀର ଶିକାର ଅସହାୟ ମହିଳାଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ଅସହାୟ ମହିଳା l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ବେହେରାମାଲ ଗ୍ରାମର ମହିଳା ଏହି ଅର୍ଥ ଠକେଇର ଶିକାର ହୋଇଛନ୍ତି l ମହିଳାଙ୍କ ଜମାଖାତାରୁ ଚଞ୍ଚକତା କରି…

କାଶୀପୁର ଠାରେ ଦୁଇଦିନିଆ ପିଏମ ପୋଷଣ ଯୋଜନା ର ତାଲିମ ଶିବିର ଅନୁଷ୍ଠିତ

କାଶୀପୁର: ୨୪/୧୨( ଅଞ୍ଜନ କୁମାର ନାଏକ)କାଶୀପୁର ବ୍ଲକ ସଦର ମହକୁମା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ରେ ଆଜି ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ୩ଟି କ୍ଲଷ୍ଟର ର ପାଚିକାଙ୍କୁ ନେଇ ପିଏମ ପୋଷଣ ଯୋଜନା ର ତାଲିମ କାର୍ଯ୍ୟକ୍ରମ ର ସୁଭାରମ୍ଭ…

ଉଦ୍ଘାଟିତ ହେଲା ଫୁଟବଲ ଟୁର୍ଣ୍ଣାମେଣ୍ଟ

କେସିଙ୍ଗା:୨୪/୧୨ ( ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବଗାଡ ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ୯ତମ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି ।ବଗାଡ ଫୁଟବଲ ଖେଳ ପଡ଼ିଆରେ ଉଦ୍ଘାଟିତ ଏହି ପ୍ରତିଯୋଗିତା ସର୍ବମୋଟ ୮ ଟି ଦଳ ଭାଗ ନେଇଥିବା ବେଳେ…

ଯୋଗମାୟା ପୀଠରେ ଉନ୍ମୋଚିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରାର ଲୋଗୋ

କେସିଙ୍ଗା:୨୪/୧୨(ପ୍ରୀତେଶ ପଟେଲ)୨୭ ତମ କଳାହାଣ୍ଡି ଉତ୍ସବ ପାଳନ ପାଇଁ ମଙ୍ଗଳବାର କେସିଙ୍ଗା ବ୍ଲକ ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁର୍ଜି ମୁଣ୍ଡା ସ୍ଥିତ ପ୍ରସିଦ୍ଧ ମା ଯୋଗମାୟା ପୀଠ ରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ର ଉଦ୍ଘାଟନୀ ଉତ୍ସବ ଓ…

ହରଭଙ୍ଗା ବ୍ଲକ ସ୍ତରୀୟ ଖରିଫ ଧାନ କ୍ରୟ ନେଇ ମୁଖ୍ୟସଚେତକ ଙ୍କ କର କମଳରେ ଶୁଭାରମ୍ଭ

ଚାଷୀଙ୍କ ଅସୁବିଧା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ :ମୁଖ୍ୟ ସଚେତକ ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ମଙ୍ଗଳବାର ଦିନ ହରଭଙ୍ଗା ବ୍ଲକ ବିରନରସିଂହପୁର ମାର୍କେଡ଼ ୟାଡ଼ ଠାରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ…

ଉଦଯାପିତ ହେଲା ବୁଢ଼ାଡଙ୍ଗର ଲୋକ ମହୋତ୍ସବ

କେସିଙ୍ଗା: ୨ ୪/୧୨(ପ୍ରୀତେଶ ପଟେଲ )ଇତି ମଧ୍ୟରେ ସଂସ୍କୃତି ଓ ଲୋକକଳାର ଉତ୍ସବ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଛି।ଦୁଇ ଦିନ ଧରି ଅନେକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ପ୍ରଦର୍ଶନ ରେ ଝୁମିଥିଲେ…

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବିଜେପି କର୍ମୀଙ୍କୁ ପରାମର୍ଶ ଓ ଯାଦବ ଭବନ ଉଦ୍ଘାଟିତ

କେସିଙ୍ଗା୨୩.୧୨(ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ବିଜେପି କର୍ମୀମାନଙ୍କୁ ଆଜି ଏକ…