ଦଶ ବର୍ଷ ପୁର୍ତ୍ତ ଅବସରରେ କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଲୋଚନା ଚକ୍ର
କେସିଙ୍ଗା : ( ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସଚେତନ ନାଗରିକ ମଞ୍ଚର ୧୦ ବର୍ଷ ପୂର୍ତ୍ତି ଅବସରରେ ମଞ୍ଚ ତରଫରୁ ଅଞ୍ଚଳର ବିକାଶ ନିମନ୍ତେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏକ ସ୍ବତନ୍ତ୍ର ମାର୍ଗଦର୍ଶକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।…