ସମସ୍ତ ସ୍କୁଲ ରେ ଝୁଲିଲା ତାଲା , ଦ୍ଵିତୀୟ ଦିନରେ ସ୍କୁଲ ଶିକ୍ଷକ ଙ୍କ ଗଣଧାରଣା, ବିପର୍ଯ୍ଯସ୍ତ ଶିକ୍ଷା ବ୍ୟବସ୍ଥା

ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକ)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ଓଡିଶା ଙ୍କ ଆହ୍ଵାନ କ୍ରମେ ସାରା ରାଜ୍ୟରେ ଶିକ୍ଷକ ଙ୍କ “ସମୁହଛୁଟି” ଆନ୍ଦୋଳନ ଦ୍ଵିତୀୟ ଦିନରେ ପହଞ୍ଚିଛି।କଳାହାଣ୍ଡି ଜିଲ୍ଲା ରେ ମଧ୍ଯ ୧୨୯୬ ବିଦ୍ୟାଳୟ ରେ ଗତ ୧୩.୯.୨୦୨୩ ତାରିଖ ଠାରୁ ତାଲାବନ୍ଦ…

କୋର୍ଟ ଚାଲାଣ ହେଲେ ସାମ୍ବାଦିକ, ପଲମ୍ ଫାଣ୍ଡି ରେ ଦାଦାଗିରି

କେସିଙ୍ଗା:(ପ୍ରିତେଶ୍ ପଟେଲ୍ )ଫାଣ୍ଡିକୁ ମଦପିଇ ଯାଇ ପୋଲିସ ସହ ଦାଦାଗିରି କରିବା ଏବଂ ଫାଣ୍ଡି କାର୍ଯ୍ୟାଳୟକୁ ଟେକାପଥର ମାରି ଫାଣ୍ଡି କର୍ମଚାରୀ ମାନଙ୍କୁ ଆକ୍ରମଣ କରିବା ଘଟଣା ଏକ ସମ୍ବାଦିକଙ୍କ ସହ ଚାରିଜଣଙ୍କୁ ମହଙ୍ଗା ପଡିଛି ।ଏହିଭଳି ଏକ ଆକ୍ରମଣାତ୍ମକ ଘଟଣା…

ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କରେ କୃତ୍ରିମ ବନ୍ଧ

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝାରଖମଣରୁ କଣ୍ଠିପଦର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ଗୁଣ୍ଡୁରୀସାହି ଛକ ନିକଟରେ ବହୁଦିନ ଧରି ଏକ କୃତ୍ରିମ ବନ୍ଧ ସୃଷ୍ଟି ହେଇ ପାଣି ଜମି ରହିଛି l ସୂଚନା ଥାଉକି୨୦୧୯ …

LPG ଗ୍ୟାସ ଉପଭକ୍ତା ଙ୍କୁ ବଡ ଝଟକା

ମୁନିଗୁଡା:(ରମାକାନ୍ତ ପୋଡାଲ )LPG ଗ୍ୟାସ ଉପଭୋକ୍ତା ଙ୍କୁ ଆଗ କରି ପଛ ରେ କୁରାଡି ମାରୁଛନ୍ତି କେନ୍ଦ୍ର ସରକାର , ସରକାର ଙ୍କ ଉଜାଳା ଯୋଜନା ର ହିତାଦିକାରି ଙ୍କୁ ମିଲୁଛି ମାଗଣା ରେ ରେ ଚୁଲି ସହ ସିଲିଣ୍ଡର ,ଯାଚି…

ବେଲଗୁଣ୍ଠା ବ୍ଲକ୍ ର ସମସ୍ତ ବିଦ୍ୟାଳୟରେ ପାଠପଢ଼ା ଠପ୍

ବିଦ୍ୟାଳୟ ଛାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପ୍ରାଥମିକ ଶିକ୍ଷକ ବେଲଗୁଣ୍ଠା:୧୩/୦୯ (ସୁଶାନ୍ତ କୁମାର ବେହେରା )ନିଜର ତିନି ଦଫା ଦାବି ପୂରଣ ପାଇଁ ପ୍ରାଥମିକ ଶିକ୍ଷକମାନେ ବାରମ୍ବାର ସରକାରଙ୍କୁ ଅନୁରୋଧ କରି ବିଫଳ ହେବା ପରେ…

ହରଭଙ୍ଗା : ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଙ୍କ ସମୁହ ଛୁଟିରେ:ବିଦ୍ୟାଳୟ ବନ୍ଦ ପାଠପଢା ଠପ୍

ହରଭଙ୍ଗା :୧୩ /୯(ଚିତ୍ତରଞ୍ଜନ ସିଂହ)ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନ ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବୁଧବାର ଠାରୁ ତିନି ଦଫା ଦାବି ନେଇ ସମୁହ ଛୁଟି…

ସମସ୍ତଙ୍କ ଦେହରେ ରକ୍ତ,ସମସ୍ତଙ୍କ ପାଇଁ ରେଡକ୍ରସ,କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ

କଳାହାଣ୍ଡି :କଳାହାଣ୍ଡି ଜିଲ୍ଲା ଯୁବରେଡକ୍ରସର କାର୍ଯ୍ୟକାରିଣୀ ବୈଠକ ଚଳିତ ବର୍ଷ ପାଇଁ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ବିଶ୍ବବିଦ୍ୟାଳୟର ଯୁବ ସଂସ୍କାର ପ୍ରେକ୍ଷାଳୟଠାରେ କୁଳପତି କର୍ଣ୍ଣେଲ ସଂଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ…

ଦ୍ୱିତୀୟ ଦିନ ରେ ବି ବୁରୁବୁଡା ସ୍କୁଲ ବନ୍ଦ

ହରଭଙ୍ଗା :୧୩/୦୯ (ଚିତ୍ତରଞ୍ଜନ ସିଂହ)ଦ୍ୱିତୀୟ ଦିନ ରେ ପହଞ୍ଚିଲା ଆନ୍ଦୋଳନ । ଦୁଇ ଦିନ ହେଲା ଶିକ୍ଷକ ଅଭାବ ପ୍ରତିବାଦରେ ଗେଟ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ୮ ଶ୍ରେଣୀରେ ୧୭୧ ଛାତ୍ରଛାତ୍ରୀଙ୍କ ପାଇଁ…

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ

କଣ୍ଟାବାଞ୍ଜି ବ୍ୟୁରୋ: ୧୩/୦୯(ନରେନ୍ଦ୍ର ନେଗୀ)ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଆଜି କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଗାଡ଼ି ମଟର ଚଳାଚଳ ମଧ୍ୟ…

ଶିକ୍ଷକଙ୍କ ପାଇଁ ସ୍କୁଲରେ ପଡିଲା ତାଲା

ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ ) ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ବୁରୁବୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ପରିଚାଳନା କମିଟି, ଅଭିଭାବକ ମାନେ ବଦ୍ୟାଳୟ ରେ ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ର ମୁଖ୍ୟ ଫାଟକରେ ତାଲା…