ଟ୍ରେନରେ ମହିଳାଙ୍କୁ ଦୁର୍ବ୍ୟବହାର – ସ୍ବାମୀ ନିଜର ଓ ସ୍ତ୍ରୀ କୁ ବଞ୍ଚାଇବା ପାଇଁ ଦୁଇ ଯୁବକଙ୍କୁ କଲେ ବ୍ଲେଡରେ ଆକ୍ରମଣ
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଟ୍ରେନରେ ଲୋକ ନିଜକୁ ସୁରକ୍ଷିତ ଭାବି ଦେଶର ବିଭିନ୍ନ ସ୍ଥାନକୁ ଯାତାୟାତ କରିଥାନ୍ତି। ରେଳ ସେବା ଏକ ସୁରକ୍ଷିତ ସେବା ବୋଲି ବହୁତ ଲୋକ ଏହି ରେଳରେ ଯାତ୍ରା କରିଥାନ୍ତି। କିନ୍ତୁ ଯଦି ଭାଗ୍ୟ ଖରାପ ଥାଏ…