ବିଶ୍ୱକର୍ମା ଯୋଜନା ରେ ହିତାଧିକାରୀ ଙ୍କୁ ସଚେତନତା

ହରଭଙ୍ଗା୧୭/୦୯ ( ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ଆଠ ନମ୍ବର ମଣ୍ଡଳ ବିଜେପି ତରଫରୁ ରବିବାର ଦିନ ତିଳେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି, ଘୋଷଣା କରିଥିବା ନୂତନ ବିଶ୍ୱକର୍ମା ଯୋଜନା ବିଷୟରେ ହିତାଧିକାରୀ ମାନଙ୍କୁ ଧରି ଉକ୍ତ ଯୋଜନା ବାବଦରେ ଆଲୋଚନା…

ବୌଦ୍ଧ ରେ ସାମାଜିକ ସଦଭାବନା ବୈଠକ

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ), ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନଗର ସଂଯୋଜକ ଧରଣୀଧର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ସହର ର ସମସ୍ତ ସମାଜ ମୁଖିଆ ଓ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଏକ ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ…

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କୁ ଆବାହନ

ବେଲଗୁଣ୍ଠା:ଆଜି ବେଲଗୁଣ୍ଠାର ବିଭିନ୍ନ ଅନୁଷ୍ଠାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି I ଏହି ଅବସରରେ ବେଲଗୁଣ୍ଠା ସାଇ ଆଇଟିଆଇରେ ବ୍ରଜକିଶୋର ମହାରଣାଙ୍କ ତତ୍ତ୍ୱାବଧାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ପୁରୋହିତ ଉପେନ୍ଦ୍ର ପତି ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ…

ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ହରଭଙ୍ଗା :୧୭/୦୯(ପବିତ୍ର କନ୍ୟା ସଂକ୍ରାନ୍ତି ର ଅପରାହ୍ନ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣା କଟକ ରେ ସାମୁହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି, ବହୁ ସଂଖ୍ୟାରେ ମା ଏଥିରେ ଯୋଗ ଦେଇ ଶିଶୁ ଙ୍କ ଶୈଖିକ ଓ…

ବୁଢାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ କୌଶଳ ଦୀକ୍ଷାନ୍ତ ସମାରୋହ

ବେଲଗୁଣ୍ଠା:୧୭/୦୯(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କବିରାଜପୁରସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ କୌଶଳ ଦୀକ୍ଷାନ୍ତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ତାଲିମ୍ କେନ୍ଦ୍ରର ସଭାପତି ଦେବେଶ ଚନ୍ଦ୍ର ମହପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ର୍ରମରେ ସର୍ବଭାରତୀୟ ଟ୍ରେଡ…

ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଲୋକାର୍ପଣ ଉତ୍ସବରେ ଯୋଗଦେଲେ ସାଂସଦ,ବିଜେପି କାର୍ଯ୍ୟାଳୟ ଉଦଘାଟିତ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ ଆଜି ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ। ଏହି ଦିବସକୁ ପାଳନ କରିବା ସହ ଆଜିର ବିଶ୍ଵକର୍ମା ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ…

୨୬ ଟି ଗେଟ ଦେଇ ଜଳ ନିଷ୍କାସିତ, ବଢୁଛି ବନ୍ୟା ପାଣି,ହରଭଙ୍ଗା, ଧଳପୁର ଯୋଗା ଯୋଗ ବିଚ୍ଛିନ୍ନ

ହରଭଙ୍ଗା: ୧୭/୦୯ (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକର ନଦୀକୁଳିଆ ଅଞ୍ଚଳ ରେ ମହାନଦୀର ଦ୍ୱିତୀୟ ବନ୍ୟା ଜଳ ଆଜି ତୃତୀୟ ଦିନରେ ପହଂଚିଛି l ଜଗନ୍ନାଥ ସଡ଼କ ବହୁ ସ୍ଥାନରେ ଯୋଗାଯୋଗ ବିଛିନ୍ନ ସହିତ ଚାଷ ଜମି ତିନିଦିନ ଧରି ଜଳମଗ୍ନ l…

ଆମେ ଜାଣିବା ଆମେ ଜିଣିବା ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ଼:୧୭/୦୯(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ସ୍ଥାନୀୟ ଅନ୍ୱେଷା ହଷ୍ଟେଲ ପରିସର ଠାରେ ରାଜ୍ୟ ସରକାର ଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଓ ଆମେ ଜାଣିବା ,ଆମେ ଜିଣିବା କାର୍ଯ୍ୟକ୍ରମ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ…

ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା

ହରଭଙ୍ଗା :୧୭/୦୯ (ବିଚିତ୍ର ମୟ ଏହି ସୃଷ୍ଟି, ବିଚିତ୍ର ସ୍ରଷ୍ଟା ଓ ସୃଷ୍ଟି କୁ ନିଜ ବିନ୍ଧାଣ ମୁନରେ ସରସ ସୁନ୍ଦର କରି ଗଢି ତୋଳିଥିବା କାରିଗର ଙ୍କ କାରିଗରୀ ସବୁଠୁ ବିଛିତ୍ର, ତାଙ୍କୁ ଜଣା ସୃଷ୍ଟି କେମିତି ଏକ ରଙ୍ଗ…

ସାପ କାମୁଡିବାରୁ ସାଇ ମନ୍ଦିର ପୂଜକ ଶ୍ୟାମ ସୁନ୍ଦର ଶର୍ମାଙ୍କ ମୃତ୍ୟ ସନ୍ଦେହ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ମଣିଷ ଜୀବନ ପାଣି ଫଟକା ସଦୃଶ, କେତେ ବେଳେ ମଣିଷର କଣ ଘଟିବ କେହି କହି ପାରିବେ ନାହିଁ, ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଟିଟିଲାଗଡ଼ ସ୍ଥିତ ନେହେରୁ ନଗର ଶିରିଡ଼ି ଶାଇ ମନ୍ଦିରରେ। ଏହି…