ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ କଳସ ଶୋଭାଯାତ୍ରା
ଢେଙ୍କାନାଳ:’ମେରୀ ମାଟି ମେରା ଦେଶ’ ହେଉଛି ‘ଆଜାଦି କା ଅମୃତ ମହୋତ୍ସବ ‘ ର ଅନ୍ତିମ କାର୍ଯ୍ୟକ୍ରମ | ଏହି ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟରେ ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ଢେଙ୍କାନାଳ ଜିଲ୍ଲାର ପ୍ରାୟ ୧୦୦…
ଗଜଲଷ୍ମୀ ପୂଜା ସମନ୍ୱୟ ବୈଠକ ଅନୁଷ୍ଠିତ
ଢେଙ୍କାନାଳ :ଆଜି ପୁରୁଣା ଜିଲ୍ଲାପରିଷଦ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ପ୍ରସିଦ୍ଧ ଗଜ ଲଷ୍ମୀ ପୂଜା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ମାସ ପ୍ରଥମ ସପ୍ତାହ…
ବୌଦ୍ଧରେ ଭିଜିଲାନସ ସଚେତନତା ସପ୍ତାହ ଉପଲକ୍ଷେ ପ୍ରସ୍ତୁତି ବୈଠକ
ବୌଦ୍ଧ:୨୦ା୧୦(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଭିଜିଲାନସ ସଚେତଦନତା ସପ୍ତାହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସପ୍ତାହ ଅକ୍ଟୋବର ୩୦ ରୁ ଆରମ୍ଭ ହୋଇ ନଭେମ୍ବର…
ARSS କମ୍ପାନୀ ର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଯୁବକଙ୍କ ମୃତ୍ୟୁ
ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ହନୁମାନ ମନ୍ଦିର ପାଖରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ରେ ଏକ ଯୁବକ ମୃତ୍ୟୁ ବରଣ କରିଥିବା ଘଟଣା ସାମ୍ନା କୁ ଆସିଛି। ସୂଚନା ମତେ…
ଡିସେମ୍ବର ୩ ରୁ ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା
ବୌଦ୍ଧ:୨୦/୧୦(ଚିତ୍ତରଞ୍ଜନ ସିଂହ)ଆସନ୍ତା ଡିସେମ୍ବର ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ବୌଦ୍ଧଠାରେ ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ବୌଦ୍ଧର କଚେରୀ ପଡିଆଠାରେ ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା ଆୟୋଜନ କରିବାପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଆଜି ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ କାର୍ଯ୍ୟାଳୟଠାରେ ସଭାପତି…
ଧର୍ମଗଡ଼ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ଓ ଓଡିଶା ମିଳଲେଟ୍ସ ପ୍ରତିଯୋଗିତା ୨୦୨୩ ଅନୁଷ୍ଠିତ
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ ଅନ୍ତର୍ଗତ କାଶୀବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୩ ” ଓ “ଓଡିଶା ମିଳଲେଟ୍ସ ପ୍ରତିଯୋଗିତା ୨୦୨୩ ” ଅନୁଷ୍ଠିତ ହୋଇ ଯାଇଛି l କାର୍ଯ୍ୟକ୍ରମର ଉଭୟ ଉଦ୍ଘାଟନୀ…
ପୂର୍ଣ୍ଣ ଚନ୍ଦ୍ର ରଥ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵ ଥିଲେ
(ସ୍ବର୍ଗତଃ ଇଂଜିନିୟରଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି) ଭୁବନେଶ୍ବର :ଇଞ୍ଜିନିୟର ସ୍ବର୍ଗତଃ ପୂର୍ଣ୍ଣ ଚନ୍ଦ୍ର ରଥ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ।ତାଙ୍କର ମହତ ଜୀବନ ଏବଂ ଉତ୍ତମ ଆଦର୍ଶ ଯୁଗ ଯୁଗ ପାଇଁ ଆମର ଭବିଷ୍ୟତ ପୀଢ଼ି କୁ ପ୍ରେରଣା…
ସମ୍ବଲପୁର ଆରଡିସି’ ମାଗିଥିବା ରିପୋର୍ଟକୁ ଠିକ୍ କରି ଦେବା ନିମନ୍ତେଧାରଣା ଦେଲେ ୫ ହଜାର ଆଦିବାସୀ ।
ରାଜ୍ୟ ସରକାରଙ୍କ ଆଦେଶକୁ ମାନି ଢେଙ୍କାନାଳ ଜିଲ୍ଲାର “ଆରଆଇ’ ମାନେ ୧୨୧୫ ଜଣ ଗରିବ ‘ଶବର’ଙ୍କ ନିମନ୍ତେ ‘‘ସମ୍ବଲପୁର ଆରଡିସି’ ମାଗିଥିବା ରିପୋର୍ଟକୁ ଠିକ୍ କରି ଦେବା ନିମନ୍ତେ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଧାରଣା ଦେଲେ ୫ ହଜାର ଆଦିବାସୀ…
ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜାର ଷଷ୍ଠ ଦିବସ ରେ ସରସ୍ଵତୀ ଦେବୀ ବେଶ ପାଳିତ
ଢେଙ୍କାନାଳ: ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜା ମା’ଙ୍କର ପ୍ରତ୍ୟେକ ଦିନ ବିଭିନ୍ନ ବେଶ । ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ମା’ଙ୍କୁ ନବ ରାତ୍ରୀ ର ଷଷ୍ଠ ଦିନରେ…