ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ

ହରଭଙ୍ଗା: ( ଚିତ୍ତରଞ୍ଜନ ସିଂହ) ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ୩  ଦିନ ଧରି ଚାଲିଥିବା ଅନୁଷ୍ଠାନ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ୩୦୦  ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ…

ଜିଲ୍ଲାସ୍ତରୀୟ ସହିଦ ଦିବସରେ ବୌଦ୍ଧର ଦୁଇ ସହିଦଙ୍କ ପିତାଙ୍କୁ କରାଗଲା ସମ୍ମାନୀତ

ବୌଦ୍ଧ:୨୧/୧୦(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁଲିସ ଓ ୫ମ ଆଇଆରବି ପକ୍ଷରୁ ବଲାସିଙ୍ଗା ସ୍ଥିତ ଆଇଆରବି ପ୍ୟାରେଡ ପଡିଆରେ ଠାରେ ଆଜି ୬୪ ତମ ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ…

ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସ ପଡିଆରେ ସହିତ ଦିବସ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଦେଶ ଓ ରାଜ୍ୟରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସମୟରେ ପୋଲିସ ଜନସାଧାରଣଙ୍କୁ ସହଯୋଗ କରି ଆସିଛି। ଅନେକ ସମୟରେ ନିଜେ ବଳୀ ପଡି ଅନ୍ୟର ଜୀବନ ରକ୍ଷା କରିଆସୁଛି । ପୋଲିସ ସବୁବେଳେ ଜନସାଧାରଣଙ୍କ ବନ୍ଧୁ l ତେଣୁ ଲୋକେ…

ମାଁ ସୁରେଶ୍ୱରୀଙ୍କ ଆଜି ଜୟ ଦୁର୍ଗା ବେଶ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମାଁଙ୍କ ସପ୍ତମୀ ଓ ପିଠରେ ଅଷ୍ଟମୀ ପୂଜା ଚାଲିଛି । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟ ଦେବୀ ମାଁ ସୁରେଶ୍ୱରୀ ଆଜି ଅଷ୍ଟମୀ ତିଥିରେ ଜୟ ଦୁର୍ଗା ବେଶରେ…

ମା ଭୈରବୀ ପିଠେ ଅଷ୍ଟମୀ ପୂଜା

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ପୁରୁଣାକଟକ ବସିନୀ ମା ଭୈରବୀ ଙ୍କ ପିଠେ ଗୁପ୍ତ ଅଷ୍ଟମୀ ପୂଜା ରୀତିନୀତି ଅନୁଯାଇ ଶନିବାର ଦିନ ପାଳିତ ହୋଇଛି। ମା ଙ୍କ ପିଠେ ଗୁପ୍ତ ଷୋଳପୂଜା ଚାଲୁ ରହିଥିବାରୁ ଭକ୍ତ ମାନେ…

୨୫ ରୁ ତିନି ଦିନ ଧର୍ମଘଟକୁ ଓହ୍ଲାଇବେ ୧୭ ସମବାୟ ବ୍ୟାଙ୍କ

ଧର୍ମଘଟ ରେ ସାମିଲ୍ ହେବ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ୍ ବୌଦ୍ଧ :(ଚିତ୍ତରଞ୍ଜନ ସିଂହ)ରାଜ୍ୟରେ କାର୍ଯ୍ୟରତ ୧୭  ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କ୍ ରେ କର୍ମଚାରୀ ମାନଙ୍କ ପ୍ରଚେଷ୍ଟା ଫଳରେ ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ମାନେ ଦୀର୍ଘ ବର୍ଷ ଧରି…