ବହିରାରେ ସାମାଜିକ ନାଟକ “ଆଖି ଅମାନିଆ ଲୁହ ଅବୁଝା” ମଞ୍ଚସ୍ଥ
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବ୍ଲକ ବହିରା ଗ୍ରାମ୍ୟ ଉନ୍ନୟନ ଯୁବକ ସଂଘ ଆନୁକୂଲ୍ୟରେ ଶାରଦୀୟ ଦୁର୍ଗାପୂଜାର ଚଳିତ ବର୍ଷ ରୌପ୍ୟ ଜୟନ୍ତି ପାଳିତ ହୋଇଛି। ଏଥିପାଇଁ ଜୟଦୁର୍ଗା ଯାତ୍ରା କମିଟି ପକ୍ଷରୁ ବୁଧବାର ରାତି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମାଜିକ ନାଟକ “ଆଖି ଅମାନିଆ ଲୁହ…
ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଫିଟ୍ ଇଣ୍ଡିଆ ସ୍ବଚ୍ଛତା ଫ୍ରିଡମ ରନ ୪.୦ କାର୍ଯ୍ୟକ୍ରମ
ଢେଙ୍କାନାଳ:ଗୁରୁବାର ଦିନ ଆୟୋଜିତ କରାଯାଇଅଛି।ଏହି ଅବସରରେ ଢେଙ୍କା ମୁଖ୍ୟ ଡାକ ଘର ଏବଂ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟର ର ସମସ୍ତ କର୍ମଚାରୀ ଙ୍କୁ ନେଇ ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା।ଏହି ମାରାଥନ ରେ ପ୍ରାୟ ୬୦ ରୁ ଉର୍ଦ୍ଧ ଡାକ…
ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ମିଳିତ ବଜାର ପୂଜା କମିଟି ସଭାପତିଙ୍କ ବାର୍ତ୍ତା
ଢେଙ୍କାନାଳ:ମିଳିତ ବଜାର ଲକ୍ଷ୍ମୀ ପୂଜା କମିଟି ସଭାପତି ଜ୍ଞାନେନ୍ଦ୍ର ବେହେରା କହିଛନ୍ତି ଯେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ମହା ଆଡ଼ମ୍ବରରେ ହେବା ପାଇଁ ସ୍ଥିର କରାଯାଇଛି। ଚଳିତ ବର୍ଷ ପାଗ ଅନୁକୂଳ ଥିବା ରୁ ଯାତ୍ରା ପ୍ରବଳ ମାତ୍ରାରେ ଭିଡ଼…
ଗୁରୁଗ୍ରାମ ଠାରେ ଦୁର୍ଗା ପୂଜା ଆୟୋଜନ
ନୂଆଦିଲ୍ଲୀ:୨୬/୧୦ (କିଶୋର ଦ୍ଵିବେଦୀ )ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ଓଡ଼ିଆ ମାନେ ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ଦୁର୍ଗା ପୂଜା ଆୟୋଜନ କରିଥିବା ଜଣାଯାଇଛି। ଦିଲ୍ଲୀର ଉପକଣ୍ଠବର୍ତ୍ତୀ ଗୁରୁଗ୍ରାମର ଚାରିନମ୍ୱର ସେକଟର ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ମା ଦୁର୍ଗତି…
ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳା ଅଧ୍ୟକ୍ଷ ନିର୍ବାଚନ,ବର୍ଷ ୨୦୨୩/୨୫ ପାଇଁ ରିଙ୍କୁ ଅଗ୍ରୱାଲ ନିର୍ବାଚିତ
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳାର ପରିଚାଳନା ପାଇଁ ପ୍ରତି ଦୁଇ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ବର୍ଷ ୨୦୨୩/୨୫ ପାଇଁ ଅଧ୍ୟକ୍ଷ ପଦ ପାଇଁ ପ୍ରେମ ଚାନ୍ଦ ଜୈନ ଓ ରିଙ୍କୁ ଅଗ୍ରୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସ୍ଥାନ ପାଇଲେ ୧.୬ ବର୍ଷ ର କୁନି ପୁଅ ସମ୍ଭବ
ଧର୍ମଗତ:୨୬/୧୦(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧୀନସ୍ଥ ଥନଟ ଗ୍ରାମର କୁନି ପୁଅ ଅସମ୍ଭବ କୁ ସମ୍ଭବ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି। ମାତ୍ର ୧.୬ ବର୍ଷ ବୟସରେ ସମ୍ଭବ ପଣ୍ଡା ପ୍ରଥମ ସ୍ଥାନ ପ୍ରଥମ ଛୋଟ ବୟସ ଶିଶୁ…
ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକ ‘ ସମୟ ଖେଳୁଛି ଭାଗ୍ୟର ଖେଳ’ ମଞ୍ଚସ୍ଥ
ବୌଦ୍ଧ:୨୬/୧୦: (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନ।ପଙ୍କ ବସଷ୍ଟାଣ୍ଡରେ ସାର୍ବଜନୀନ ଦୁର୍ଗାପୂଜା ଉପଲକ୍ଷେ ମାରୁତି ଯୁବକ ସଂଘର କଳାକାର ମାନଙ୍କ ଦ୍ବାରା ବୁଧବାର ରାତିରେ ନାଟକ ‘ ସମୟ ଖେଳୁଛି ଭାଗ୍ୟର ଖେଳ’ ମଞ୍ଚସ୍ଥ ହୋଇ ଯାଇଛି।…