ଭାରତୀୟ ଜନତା ପାର୍ଟି କଳାହାଣ୍ଡି ର ନୂତନ ସଭାପତି ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ମହାପାତ୍ର ସ୍ଵାଗତ ସମ୍ବର୍ଦ୍ଧନା
ଧର୍ମଗଡ଼:କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ହୋଟେଲ ରାଜ ର ସଭାଗୃହ ଠାରେ ଭାରତୀୟ ଜନତା ପାର୍ଟି ହେଁ କଳାହାଣ୍ଡି ଜିଲ୍ଲା ନୂତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ମହାପାତ୍ର ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ଵଦ୍ଧନା ସଭାରେ…