କଟକ ଜିଲ୍ଲା ରେ ସମ୍ମାନୀତ ହେଲେ ବୌଦ୍ଧ ହରଭଙ୍ଗା ର ସାମ୍ବାଦିକ

ହରଭଙ୍ଗା :୦୬/୧୧ (ଚିତ୍ତରଞ୍ଜନ ସିଂହ) କଟକ ଜିଲ୍ଲା ନରସିଂହପୁର ମହୋତ୍ସବ ପଡ଼ିଆ ରେ ଅନୁଷ୍ଠିତ ହୋଇଥିବା “ସେବା ମହୋତ୍ସବ” କାର୍ଯ୍ୟକ୍ରମ ରେ ସେବଶ୍ରୀ ସମ୍ମାନ ରେ ସମ୍ମାନୀତ ହୋଇଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବରିଷ୍ଟ ସାମ୍ବାଦିକ ବିଭୁଦତ୍ତ ବୋଷ।…

ପିଏମ ବିଶ୍ବକର୍ମା ଯୋଜନା, ମିଶନ ଲାଇଫ୍, ନୂଆ ଭାରତ ବିକଶିତ ଭାରତ ଶୀର୍ଷକ ଦୁଇଦିନିଆ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ

ଧର୍ମଗଡ଼:  ୬/୧୧(ହେମନ୍ତ କୁମାର ମାଝୀ)ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭବାନୀପାଟଣା ପକ୍ଷରୁ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ବେହେରା ପଞ୍ଚାୟତ ଠାରେ ଦଣ୍ଡପାଟ ଯୁବ ସେବା ସଂଗଠନ ସହଯୋଗ ରେ ପିଏମ ବିଶ୍ବକର୍ମା ଯୋଜନା,…

ତୀରଚାନ୍ଦ କ୍ଷେତ୍ର ରେ ବୌଦ୍ଧର କୃତିତ୍ୱ

ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ)କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ବାରା ହାଇଦ୍ରାବାଦ ଠାରେଆୟୋଜିତ ୫୨  ତମ ଜାତୀୟ ଓ ଆଞ୍ଚଳିକ ଖେଳ ପ୍ରତିଯୋଗିତା ୨୦୨୩/୨୪ ରେ ତୀରଚାନ୍ଦ ଖେଳ ରେ (ବାଳକ ବିଭାଗ ) ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ର ଏକାଦଶ ଶ୍ରେଣୀ…

କଣ୍ଟାମାଳ ନିର୍ବାଚନମଣ୍ଡଳୀ ପ୍ରସଙ୍ଗ,ଅସନ୍ତୁଷ୍ଟ ବିଜେଡି ନେତାଙ୍କ ମହିଧର ହଟାଓ କଣ୍ଟାମାଳ ବଞ୍ଚାଅ ଅଭିଯାନ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)କଣ୍ଟାମାଳ ବିଜେଡି ବିଧାୟକ ମହିଧର ରଣା ଙ୍କ ବିରୋଧରେ ଅସନ୍ତୋଷ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଦେଖିବାକୁ ମିଳିଛି। ରେଙ୍ଗାଲି ପଞ୍ଚାୟତ ଠେଲକୋବେଡ଼ା ଠାରେ ମହିଧର ହଟାଓ କଣ୍ଟାମାଳ ବଞ୍ଚାଓ ଅଭିଯାନ ପ୍ରଥମ ମେଳି ହେବା…

ସ୍ବର୍ଗତଃ ବାସନ୍ତୀ ବିଶ୍ୱାଳ ଙ୍କ ସ୍ମୃତି ଉଦେଶ୍ୟ ରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର/ବ୍ରହ୍ମପୁର: ତା୫.୧୧ ସ୍ବର୍ଗତଃ ବାସନ୍ତୀ ବିଶ୍ୱାଳ ଙ୍କର ବିୟୋଗର ଦ୍ଵାଦଶ ତିଥିରେ ତାଙ୍କ ଉଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ସେ ବସବାସ କରୁଥିବା ବ୍ରହ୍ମପୁର ସହରର ହିଲପାଟଣା ଠାରେ ଅବସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ…

ମୋ ଦେଶ ମୋ ମାଟି କଳସ ଧରି ଦିଲ୍ଲୀ ଯାତ୍ରା କରି ଫେରିଲେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂହ ସିଂ

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ନେତୃତ୍ୱରେ ଦେଶର କୋଣ ଅନୁକୋଣର ପ୍ରତ୍ୟେକ ଜିଲ୍ଲାରୁ ମାଟି ସଂଗ୍ରହ କରି ଦିଲ୍ଲୀ ଅଣାଯିବା ପାଇଁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମର ଡାକରା ଦିଆଯାଇଥିଲା। ଗତ ସେପ୍ଟେମ୍ବର ୩୦ …

କୁଳ ବେଉସା ନେଲା ଜୀବନ,ମାଛ ମାରିବାକୁ ଯାଇ ପାଣିରେ ବୁଡି ଧିବର ମୃତ

ହରଭଙ୍ଗା :୫/୧୧ (ଚିତ୍ତରଞ୍ଜନ ସିଂହ)ଜୀବନ ଜୀବିକା ନେଲା ନିରୀହ ଜୀବନ!ନିଜ କୁଳ ବୃତ୍ତି କରି ଆଜି ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣ ପାଲି ଗ୍ରାମରେ ଘଟିଛି ଏହି ଅଘଟଣ!ସୂଚନା ମୁତାବକ କୃଷ୍ଣ ପାଲି ଗ୍ରାମର ସୁନିଲ ବେହେରା (୩୫…

ମା ମାହେଶ୍ଵରୀ ସ୍ଵାଧୀନ ମେମୋରିଆଲ ଫୁଟବଲ୍ ପ୍ରତିଯୋଗିତା ୨୦୨୩ ଉଦ୍ଘାଟିତ

ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ )ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ବୁରକଟା ଗଦବସା ପଡ଼ିଆରେ ମା ମାହେଶ୍ଵରୀ କ୍ଲବ ବୁରକଟା ଆନୁକୁଲ୍ୟରେ ମା ମାହେଶ୍ଵରୀ ସ୍ଵାଧୀନ ମେମୋରିଆଲ ଫୁଟବଲ୍ ପ୍ରତିଯୋଗିତା ରବିବାର ଉଦଘାଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି…