ଯାଜପୁରରେ ଉଦଘାଟିତ ହେଲା ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠ
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଜାତୀୟ ପ୍ରେସ ଡେ ଅବସର ରେ ଯାଜପୁର ରେ ଉଦଘାଟିତ ହେଲା ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠ। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଏହି ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠକୁ ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା…
ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ବୁଡ଼ା ମଶାରୀ ବଣ୍ଟନ,ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ଶୁଭାରମ୍ଭ
ମୁନିଗୁଡା: ୧୬।୧୧ (ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟିକର ପଡ଼ା ଗ୍ରାମରେ ଔଷଧ ବୁଡା ମଶାରୀ ବଣ୍ଟନ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ବିଷମ କଟକ ବିଧାୟକ ନୀଳ ମାଧବ ହିକକାଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି।ସମ୍ପ୍ରତି ଉପାନ୍ତ ଅଞ୍ଚଳ ମାନଙ୍କରେ ମ୍ୟାଲେରିଆ, ଡେ଼ଙ୍ଗୁ…
ଗୋଲାମୁଣ୍ଡା ରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ
ଜିଲ୍ଲାର ବିକାଶ ପାଇଁ ସାମ୍ବାଦିକ ଙ୍କ ସହଯୋଗ ଆବଶ୍ୟକ ଧର୍ମଗଡ ତା ୧୬/୧୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲା ଗୋଲାମୁଣ୍ଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଶନିବାର ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲା ସାମ୍ବାଦିକ ୟୁନିୟନ…
ମହାନଦୀ ଶଯ୍ୟାରେ ବଢୁଛି ଶୋଭା,ଭିଡ ଜମେଇଲେଣି ଅତିଥି ପକ୍ଷୀ
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)ଘଞ୍ଚ ଜଙ୍ଗଲ ପାହାଡ ପର୍ବତ ମଧ୍ୟରେ ରହିଛି ପଦ୍ମତୋଳା ଅଭୟାରଣ୍ୟ।ଉକ୍ତ ଜଙ୍ଗଲ ଟି ସବୁଜିମା ରେ ପରିପୂର୍ଣ ଅଟେ।ସୁରକ୍ଷା ଦୃଷ୍ଟି ରୁ ଏହି ଅଭୟାରଣ୍ୟ କୁ ପ୍ରତିବର୍ଷ ଦେଶ ବିଦେଶ ର ବିଭିନ୍ନ ପ୍ରଜାତି ର ପକ୍ଷୀ ଙ୍କ…
ଶ୍ରୀପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁଙ୍କ ୧୪ତମ ପ୍ରତିଷ୍ଠା ମହାଆଡମ୍ବର ରେ ପାଳିତ
ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୌଦ୍ଧ ଜିଲ୍ଲାର ଚାରିଛକ ସ୍ଥିତ ଶ୍ରୀପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁଙ୍କ ୧୪ତମ ପ୍ରତିଷ୍ଠା ମହାଆଡମ୍ବର ରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଜଗନ୍ନାଥ ମହାପ୍ରଭୁଙ୍କ ସକାଳ ଧୂପ ପରେ…