ଚତୁର୍ଥ ବୌଦ୍ଧ ଜିଲ୍ଲା ସ୍ତରୀୟ ସ୍କାଉଟସ, ଗାଇଡ୍ସ୍ ଶିବିର ଉଦଯାପିତ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ଲୁଣୀବାହାଲ ସ୍ଥାନୀୟ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍କାଉଟ୍ସ୍ ଗାଇଡ ଶିବିର ଆୟୋଜିତ ହୋଇଯାଇଛି। ପ୍ରାତଃ ୬ ଘଣ୍ଟିକା ସମୟରେ ଶିବିରାର୍ଥୀ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟ କରାଯାଇଥିଲା। ପ୍ରାତଃ…

ରେଙ୍ଗାଳପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋକସରା: ଜୟପାଟଣା ବ୍ଲକ ରେଙ୍ଗାଳପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୬ ତମ ବାର୍ଷିକ ଉତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବ ର ଉଦଘାଟନୀ କାର୍ଯ୍ୟକ୍ରମ ସ୍କୁଲ କମିଟି ସଭାପତି ଉମା ଶଙ୍କର ଦୀପ ଙ୍କ ସଭାପତିତ୍ୱ ରେ ପ୍ରାରମ୍ଭ…

ଜୟ ଶ୍ରୀରାମ ଧ୍ଵନି ରେ ଝୁମିଲେ କେସିଙ୍ଗା ବାସୀ

କେସିଙ୍ଗା: (ପ୍ରୀତେଶ ପଟେଲ) ଅଯୋଧ୍ୟା ରେ ନବନିର୍ମିତ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କୁ ନେଇ ସାରା ଦେଶ ଉତ୍ସବ ମୁଖର ହୋଇଥିଲା ।ଗାଁ ଠୁ ସହର ସବୁ ଆଡେ ରାମ ଭକ୍ତି ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାମଲାଲ ଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ,ହରଭଙ୍ଗା ବ୍ଲକର ବିଭିନ୍ନ ମଠ ମନ୍ଦିର ଉତ୍ସବ ମୁଖର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ଅଯୋଧ୍ୟା ପ୍ରଭୁ ଶ୍ରୀରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସର ରେ ସାରା ଦେଶ ରାମ ମୟ ଭକ୍ତି ଭାବନା ରେ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ର…

ପ୍ରଥମ ସେମି ଫାଇନାଲରେ ସୋନପୁର ବିଜୟୀ ଫାଇନାଲକୁ ପ୍ରବେଶ

ହରଭଙ୍ଗା : ୨୨/୦୧ (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପ୍ରଗଲପୁର ତସରା ଖେଳ ପଡ଼ିଆ ଠାରେ ବୁଦ୍ଧ ଦେବ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁରର୍ଣ୍ଣମେଣ୍ଟ ଆଜି ପ୍ରଥମ ସେମିଫାଇନାଲ ରେ ପହଁଚିଛି ।…

ଧର୍ମଗଡ ସହର ଉତ୍ସବ ମୁଖର ଦିନ କ ଲାଗି ବନ୍ଦ ହେଲା ଆମିଷ ବଜାର ଓ ଫାଷ୍ଟ ଫୁଡ଼

ଧର୍ମଗଡ଼; ୨୨/୧(ହେମନ୍ତ କୁମାର ମାଝୀ)ମହାପ୍ରଭୁ ରାମ ଲଲା ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳ ଉସ୍ୱବ ମୁଖର ହୋଇ ଯାଇଥିଲା । ଏହି ଦିନ କୁ ଅଧିକ ଭକ୍ତି ମୟ କରିବା ପାଇଁ ସହର ବାସି…

୧୬ ତମ ଭୈରବୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖପ୍ରାଖୋଲ :୨୨/୧( ତାପସ ରଂଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଠାରେ ଚାଲିଥିବା ୧୬ ତମ ଭୈରବୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳ ଧଣ୍ଡାମୁଣ୍ଡା ଓ ଝାଙ୍କରପାଲି ମଧ୍ୟରେ…

ମହାପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ କୌତୁହଳ ପୋଷାକ ପ୍ରତିଯୋଗିତା

ଭବାନୀପାଟଣା : (ନରେନ୍ଦ୍ର ନେଗୀ)ରିଖ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଅଯୋଧ୍ୟା ଠାରେ ମହାପ୍ରଭୁ ଶ୍ରୀ ରାମ ଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଛାତ୍ର ଛାତ୍ରୀ ମାନକ ମଧ୍ୟରେ କୌତୁହଳ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା…

ଦ୍ୱିତୀୟ ହରଭଙ୍ଗା ଲୋକ ମହୋତ୍ସବ,ମନ୍ତ୍ରୀ ଙ୍କ କରକମଳରେ ଶୁଭଖମ୍ବ ସ୍ଥାପନ

ହରଭଙ୍ଗା 🙁 ଚିତ୍ତରଞ୍ଜନ ସିଂହ ). ହରଭଙ୍ଗା ବ୍ଲକ ହରଭଙ୍ଗା ହାଇସ୍କୁଲ ଖେଳ ପଡିଆ ଠାରେ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଦ୍ୱିତୀୟ ହରଭଙ୍ଗା ଲୋକମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ର ଶୁଭଖମ୍ବ ସୋମବାର ଦିନ ସ୍ଥାପନ ହୋଇଯାଇଛି l…

ବ୍ଲକ ସ୍ତରୀୟ ମା ଭୈରବୀ କପ,ଆଡେଣିଗଡ଼ ଓ ବି.ଡ଼ି.ପି.ଏଲ ବିଜୟୀ

ହରଭଙ୍ଗା :(ଚିତ୍ତରଞ୍ଜନସିଂ) ହରଭଙ୍ଗା ବ୍ଲକ ପୁରୁଣାକଟକ ମା ଭୈରବୀ କ୍ଳବ ଆନୁକୂଲ୍ୟରେ ଶନିବାର ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ ତେଲଗୁ ଚଳଚିତ୍ର ଅଭିନେତା ଜଳନ୍ଧର ବେହେରା ସମ୍ମାନିତ ଅତିଥିଭାବେ ଭୈରବୀ…