ଲଡୁଗାଁ ଓ ଆମପାଣି ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ
(ଭାଷା,ସାହିତ୍ୟ ସୃଜନଶୀଳତା ଓଡ଼ିଆ ଅସ୍ମିତା ର ବାହକ ହେଉ) ଧର୍ମଗଡ଼ : ୨୧/୧(ହେମନ୍ତ କୁମାର ମାଝୀ)କୋକସରା ବ୍ଳକ ଲଡୁଗାଁ ଓ ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ ହୋଇଛି। ଏଥିରେ ସାହିତ୍ୟ ସୃଜନୀ,…