ପ୍ରଶାନ୍ତି ଟ୍ରେଡ଼ର୍ସ ରେ GST ଚଢ଼ାଉ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ ପ୍ରଶାନ୍ତି ଟ୍ରେଡର୍ସ ରେ GST ଚଢ଼ାଉ । ସୂଚନା ଅନୁଯାୟୀ ଚାରିଛକ ସ୍ଥିତ ପ୍ରଶାନ୍ତି ଟ୍ରେଡ଼ର୍ସ ନାମକ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଦିର୍ଘ ଦିନରୁ ଲୁହା ରଡ଼, ସିମେଣ୍ଟ, ହାର୍ଡୱେର…

ସାମ୍ବାଦିକଙ୍କୁ ପେନସନ୍ ଓ ସୁରକ୍ଷା ଆଇନ ଦାବି କଲା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ         

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାମ୍ବାଦିକମାନଙ୍କୁ ଅବସର ପରେ    ପେନସନ ଯୋଗାଇଦେବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଲାଗି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ଦାବି କରିଛି। ଏହି ମର୍ମରେ ଆଜି ମୁଖ୍ୟମନ୍ତ୍ରୀ…

ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ଜିଲ୍ଲା ବ୍ୟାପି ବୁଲିବ ୧୪ଗୋଟି ଇଭିଏମ୍ ସଚେତନତା ରଥ

ଇଭିଏମ୍-ଭିଭିପାଟ ବ୍ୟବହାର ଉପରେ ସଚେତନ କରିବ ଭବାନୀପାଟଣା : (ନରେନ୍ଦ୍ର ନେଗୀ)ଇଭିଏମ୍, ଭିଭିପାଟରେ ପ୍ରଦତ୍ତ ମତଦାନ ବୃଥା ଯାଏନାହିଁ। ଇଭିଏମ ମାଧ୍ୟମରେ ୧୧୨ କୋଟିରୁ ଉର୍ଦ୍ଧ୍ବ ମତଦାତା ୨୬ଟି ବିଧାନସଭା, ଗୋଟିଏ ଲୋକସଭା ନିର୍ବାଚନରେ ଡିସେମ୍ବର ୨୦୧୭ ନିର୍ବାଚନରେ ମତଦାନ କରିଥିଲେ।…

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଉଦଯାପିତ

ଭବାନୀପାଟଣା: ୧୮/୦୧(ନରେନ୍ଦ୍ର ନେଗୀ)ଚତୁର୍ଥ ଦିନରେ ବି କଳା, କଳାକାର ଓ କଳାପ୍ରେମୀଙ୍କ ଆଗ୍ରହ ଓ ଉତ୍ସାହ ଆଦୌ କମିନଥିଲା। ଜିଲ୍ଲା ତଥା ଜିଲ୍ଲା ବାହାର ଏପରିକି ରାଜ୍ୟ ବାହାରର ଲୋକେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ଏହି ମହାକୁମ୍ଭରେ ନିଜକୁ ସାମିଲ କରିନେଇଥିଲେ…

ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ମହେଶ୍ୱର ସାହୁ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ହରଭଙ୍ଗା; (ଚିତ୍ତରଞ୍ଜନ ସିଂହ)ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ମହେଶ୍ୱର ସାହୁ ଦିନିକିଆ ବୌଦ୍ଧ ଗସ୍ତରେ ଆସି ପ୍ରଥମେ ମୁରସୁଣ୍ଢୀ,ବାମଣ୍ଡା,ସରସରା ଆଦି ଧାନମଣ୍ଡି ଗୁଡିକୁ ପରିଦର୍ଶନରେ ଯାଇ ମଣ୍ଡି ର ଦୂରବସ୍ଥା ବିଷୟରେ ଚାଷୀ ମାନଙ୍କ ସହ ବିସ୍ତୃତ ଭାବେ…

ତିନି ମାସର ରାସନ ଚାଉଳରୁ ବଞ୍ଚିତ ୧୧ ଜଣ ହିତାଧିକାରୀ

ହରଭଙ୍ଗା :୧୮/୦୧ (ଚିତ୍ତରଞ୍ଜନ ସିଂ)ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ସାରା ଭାରତ ବର୍ଷ ରେ ବିନା ମୂଲ୍ୟରେ ଜନ ସାଧାରଣ ଙ୍କୁ ଯୋଗାଇ ଦିଆଯାଉଥିବା ଖାଉଟି ଚାଉଳ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ରେ…

“ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟନୀ ଉତ୍ସବ

ହରଭଙ୍ଗା: ୧୮-0୧(ଚିତ୍ତ ରଞ୍ଜନ ସିଂ)ସ୍ଥାନୀୟ ଆଞ୍ଚଳିକ ପଞ୍ଚାୟତ କଲେଜ ହରଭଙ୍ଗା ଠାରେ ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ସୁଦମ ଚରଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ନୂଆ-“ଓ”ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନୀତ ଅତିଥି ସତ୍ୟବାଦୀ ମେହେର ଉଚ୍ଚ…

ଗୀତିନାଟ୍ୟ ଲକ୍ଷ୍ମୀପୁରାଣ ମଂଚସ୍ଥ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଟ୍ରେଣ୍ଡି ଏକାଡ଼େମୀ ,ମାଁ କଳାପାଟ କ୍ଲବ ,ପାଣିସିଆଳି ଓ ଜିଲ୍ଲା ସଂସ୍କୃତି ପରିଷଦର ସୁବର୍ଣ୍ଣପୁରର ମିଳିତ ଉଦ୍ୟୋଗରେ ସୁବର୍ଣ୍ଣପୁରର ନୂତନ ଟାଉନହଲରେ ମଂଚସ୍ଥ ହୋଇ ଯାଇଅଛି କବି…

ଶ୍ରୀ ମନ୍ଦିର ପରିକ୍ରମା ସିଧା ପ୍ରସାରଣ ଦେଖିଲେ କୋକସରା ବ୍ଲକର ଜନସାଧାରଣ

ଧର୍ମଗଡ଼ :୧୮/୧(ହେମନ୍ତ କୁମାର ମାଝୀ)ବହୁ ପ୍ରତିକ୍ଷିତ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ଆଜି ସାରା ଓଡ଼ିଶାରେ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ପୁରୀ ବଡଦାଣ୍ଡ…

ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ପୁନର୍ଗଠନ ପାଇଁ ଦାବି କଲେ ବନବାସୀ

ଧର୍ମଗଡ଼ ;୧୮/୧( ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ଆମପାଣି ପଞ୍ଚାୟତ ର ସାହାଜଖୋଲ ଜଙ୍ଗଲ ମଧ୍ୟରେ ବଂଶାନୁକ୍ରମେ ବସତି ସ୍ଥାପନ କରି ଆସୁଥିବା ବିରିମୁହାଁଣ ରାଜସ୍ବ ଗ୍ରାମ ର ଗ୍ରାମବାସୀ ମାନେ ନୂତନ ଭାବେ ଗଠନ ହୋଇଯିବା ଜଙ୍ଗଲ ଅଧିକାର ଗ୍ରାମ୍ୟ…