ଗୁଣାତ୍ମକ ଓ ଢାଞ୍ଚାଗତ ପରିବର୍ତ୍ତନ ଦ୍ୱାରା କୃଷି ହେବ ଲାଭଜନକ

୨୬ତମ କଳାହାଣ୍ଡି ଉତ୍ସବ ଅବସରରେ ‘କୃଷି ଆୟର ଦ୍ବିଗୁଣନ ପ୍ରକ୍ରିୟା’ ଶୀର୍ଷକ ସଂପାନ ଅନୁଷ୍ଠିତ ଭବାନୀପାଟଣା :୧୭/୦୧(ନରେନ୍ଦ୍ର ନେଗୀ)ଆଜିର ଦିନରେ କୃଷିକ୍ଷେତ୍ର ପ୍ରତି ଗୁରୁତ୍ବ ଦେବା ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ଜିଲ୍ଲାର ଧାନ ଉତ୍ପାଦନ ଆଜି ରେକର୍ଡ କରିଛି…

ଚିତ୍ରକଳାରେ ଝଲସୁଛି ପ୍ରକୃତିରାଣୀର ଭରାସମ୍ଭାର

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଉପଲକ୍ଷେ ଚିତ୍ରକଳା ପ୍ରଦର୍ଶନୀ ଭବାନୀପାଟଣା : (ନରେନ୍ଦ୍ର ନେଗୀ)୨୬ତମ କଳାହାଣ୍ଡି ଉତ୍ସବ ଅବସରରେ ଲାଲ ବାହାଦୁଇ ଶାସ୍ତ୍ରୀ ଷ୍ଟାଡିୟମ୍ ପରିସରରେ ଏକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀତ ହୋଇଛି । ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇ ପ୍ରଦର୍ଶନୀସ୍ଥଳରେ ଲୋକେ…

ନାଗରିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଜାଗ ରହିବା ଆଜି ସମୟର ଆବଶ୍ୟକତା

କଳାହାଣ୍ଡି ଉତ୍ସବର ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ଝୁମିଲେ ଲକ୍ଷାଧିକ ଦର୍ଶକ ଭବାନୀପାଟଣା: (ନରେନ୍ଦ୍ର ନେଗୀ)କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହିତ ନାଗରିକ ଅଧିକାର, କର୍ତ୍ତବ୍ୟ ସଂପର୍କରେ ସଚେତନ ହେବା ଆଜି ସମୟର ଆବଶ୍ୟକତା । ଆଉ ଅଳ୍ପ…

ଜୀବନ ବ୍ୟାପି ସାଧନା ପାଇଁ ପାଞ୍ଚଜଣଙ୍କୁ ବରପୁତ୍ର ସମ୍ମାନ

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ତୃତୀୟ ସନ୍ଧ୍ୟାରେ ଜିଲ୍ଲାର ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନ ପ୍ରଦାନ କରାଯାଇଛି । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ହରେକୃଷ୍ଣ…

ମେଗାଲିଫ୍ଟ କେନାଲରୁ ଜଳସେଚନ ଦାବି ରେ ଚାଷୀଙ୍କ ଦାବିପତ୍ର

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବୋଡେ଼ନ ଗ୍ରାମ ପଞ୍ଚାୟତର ଅଏଁଲାଜୋର ଗାଁର ଚାଷୀ ସମୂହ ମେଗାଲିଫ୍ଟ କେନାଲରୁ ଜଳସେଚନ ବ୍ୟବସ୍ଥା ପାଇଁ ମଙ୍ଗଳବାର ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଏଁଲାଜୋର ଡିଏମ୍-୧୩ ଏ କେନାଲ…

ଭାରସାମ୍ୟ ହରାଇ ମାଲ ବୋଝେଇ ୪୦୭ ଦୁର୍ଘଟଣା,ଅଳ୍ପକେ ବର୍ତିଲେ ଡ୍ରାଇଭର

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ଜାତୀୟ ରାଜପଥ ୨୬ କୋକସରା ଥାନା ଡୋଙ୍ଗରି ଗୁଡା ଓ କୁସୁମଖୁଣ୍ଟି ରାସ୍ତା ମଝି ମଙ୍ଗଳବାର ମଧ୍ୟାହ୍ନ ରେ ଛତିଶଗଡ଼ ଝାକରପଡା ରୁ ଜୟପାଟଣା ବ୍ଲକ କାଞ୍ଜିଗୁଡା କୁ କିରାନା ସାମାନ ବୋଝେଇ ୪୦୭ ଗାଡି…

ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପର ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଭିଜନ ପ୍ରଭାଗ ନମ୍ବର ୧ ଆନୁକୂଲ୍ୟ ରେ ମଙ୍ଗଳବାର ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି।କୁସୁମଖୁଣ୍ଟି…

ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ହୃଦୟ ଜିତିଲେ ରୁକୁ ସୁନା ଏବଂ ସାଥୀ,ଝୁମିଲେ କଳାକାର ଓ ଦର୍ଶକ

ଧର୍ମଗଡ: ୧୬/୧(ହେମନ୍ତ କୁମାର ମାଝୀ)-ସଭ୍ଯତାର ବିକାଶ କ୍ରମେ ମଣିଷ ସାରାଦିନର ପରିଶ୍ରମ ଲାଘବ ପାଇଁ ମଣିଷ ମନୋରଞ୍ଜନକୁ ମାଧ୍ୟମ କଲା । ସମୟକ୍ରମେ ସେହି ମନୋରଞ୍ଜନ କାର୍ଯ୍ୟକ୍ରମରେ ଗୀତ ବାଦ୍ୟ ଆଦି ଯୋଡିଲା । ଯାହା ଅଧିକ ଜନାଦୃତ ହେଲା ପରବର୍ତ୍ତୀ…

୧୦ହଜାର ଗଞ୍ଜେଇ ଗଛ ନଷ୍ଟ କଲା ଘଣ୍ଟାପଡ଼ା ପୋଲିସ

ହରଭଙ୍ଗା: (ଚିତ୍ତରଞ୍ଜନସିଂ) :ସୋମବାର ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଘଣ୍ଟାପଡ଼ା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି | ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ଥାନା ଏସ ଆଇ ବିଶ୍ଵାମିତ୍ର ଲୋଇଙ୍କ ନେତୃତ୍ୱରେ…

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ ) ଓଡିଶା ସରକାର ଙ୍କ ଜଳସମ୍ପଦ ବିଭାଗ ବୌଦ୍ଧ କ୍ଷୁଦ୍ର ଜଳ ସେଚନ ଆନୁକୂଲ୍ୟ ରେ ହରଭଙ୍ଗା ବ୍ଲକ ପଲସା କୁଟୁଣୀ ଡ୍ୟାମ ନିକଟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି…