କେନାଲ ପାଣି ଦାବୀରେ ଚାଷୀ ମାନେ ଉପଜିଲ୍ଲାପାଳ ଓ ଇନ୍ଦ୍ରାବତୀ ଙ୍କ କାର୍ଯ୍ୟାଳୟ ଠାରେ ନିକ୍ଷୋପ ପ୍ରଦଷଣ

ଧର୍ମଗଡ଼ :ତା ୧୩/୧/୨୪(ହେମନ୍ତ କୁମାର ମାଝୀ)ଆଜି ରବି ଚାଷ ପାଇଁ ଟିପିଗୁଡା କେନାଲରେ ପାଣି ଛାଡିବାକୁ ଦାବିକରି ଟିପିଗୁଡା ଅଂଚଳର ଶତାଧିକ ଚାଷୀ ଧର୍ମଗଡ଼ ଆସି ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।୨୦୦୬…

ନୂଆ ଓ ଯୁବ ଓଡ଼ିଶା ଆନୁକୁଲ୍ୟରେ ରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ୍ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ଠାରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ…

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ

ଭବାନୀପାଟଣା :୧୨ /୦୧ (ନରେନ୍ଦ୍ର ନେଗୀ)ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ତଥା ଜାତୀୟ ଯୁବ ଦିବସ ସ୍କୁଲ ପରିସରରେ ପାଳିତ ହୋଇଥିଲା | ସ୍କୁଲ ସଭାପତି ବ୍ରହ୍ମାନନ୍ଦ ସାମଲଙ୍କ ଅଧ୍ୟକ୍ଷତା ରେ…

ହରଭଙ୍ଗାରେ ସଂସ୍କୃତି ଦିବସ ପାଳିତ

ହରଭଙ୍ଗା ( ଚିତ୍ତରଞ୍ଜନସିଂ) : ଭାରତ ସରକାରଙ୍କ କ୍ରୀଡ଼ାଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ମୟୂରୀ ଯୁବକ ସଙ୍ଘ ଗୁଣ୍ଡୁରୀସାହି ମିଳିତ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସପ୍ତାହ ବା ଜାତୀୟ ଯୁବ ସପ୍ତାହ ପାଳନ…

ଗ୍ରାମାଞ୍ଚଳ ରେ ବଢୁଛି ମାଣ୍ଡିଆ ଚାଷ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ମାଣ୍ଡିଆ କୁ ସର୍ବ ପୁରାତନ ଖାଦ୍ୟ କହିଲେ ଅତୃକ୍ତି ହେବ ନାହିଁ l ମାଣ୍ଡିଆ ରେ ପ୍ରସ୍ତୁତି ଖାଦ୍ୟ ରସ୍ୱାଦ ଓ ଚାହିଦା ପୂର୍ବରୁ ଥିଲା ଏବେ ବି ରହିଛି l ବିଭିନ୍ନ ସମୟରେ ମାଣ୍ଡିଆ କୁ ଔଷଧ…

ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବ ଉଦଘାଟିତ

ଖଡ଼ଙ୍ଗ ମହୋତ୍ସବକୁ ଦ୍ରୁମରେ ପରିଣତ କରିବା ଆମର ଲକ୍ଷ୍ୟ: ବିଧାୟକ ବୌଦ୍ଧ: (ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳରେ ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି…

ପୂର୍ବତନ ବିଧାୟକ ରମା ସେଠଙ୍କ ଘର ବାହୁଡ଼ା

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ପୂର୍ବତନ ବିଧାୟକ ରମା ସେଠ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।ଶ୍ରୀଯୁକ୍ତ ସେଠ ୨୦୦୨ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲୋଇସିଂହା ବିଧାୟକ ଭାବରେ…

ସ୍ବାମୀ ବିବେକାନନ୍ଦ ଶିଶୁମନ୍ଦିରରେ ଯୁବଦିବସ ପାଳନ

ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା )ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ  ସ୍ବାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ହୋଇ ଯାଇଛି ।ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହେରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ…

ମୈତ୍ରୀ କମ୍ପାନୀ କର୍ମଚାରୀଙ୍କୁ ମରଣାନ୍ତର ଆକ୍ରମଣ ଜଣେ ଗୁରୁତର ଦୁଇ ଆହତ

କାଶୀପୁର: ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଶାରାମବାଇ ଛକ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତା ୧୨/୧/୨୦୨୪ ରିଖ ଶୁକ୍ରବାର ଦିନ ଅପରାହ୍ନ ସମୟ ପ୍ରାୟ ୨.୨୦ ବେଳେ ମୈତ୍ରୀ କମ୍ପାନୀ ର…

କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ଗ୍ରହଣ କଲେ ଗାଳ୍ପିକ ଡିଲେଶ୍ୱର ରଣା

ଭବାନୀପାଟଣା: ୧୨।୧(ନରେନ୍ଦ୍ର ନେଗୀ) କ୍ଷୁଦ୍ରଗଳ୍ପ ସଂକଳନ ‘ସେଁର୍‌ରା’ ପାଇଁ ଗାଳ୍ପିକ ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର-୨୦୨୩ ପ୍ରଦାନ କରାଯାଇଛି। କଲକାତା ସ୍ଥିତ ରବୀନ୍ଦ୍ର ସଦନ ପ୍ରେକ୍ଷାଳୟରେ ଆୟୋଜିତ ଯୁବ ପୁରସ୍କାର ସମାରୋହରେ ତାଙ୍କୁ ତାମ୍ର ଫଳକ, ଉପଢୌକନ…