୧୯୮୬ ବ୍ୟାଚ ବନ୍ଧୁ ମିଳନ

ସୁବର୍ଣ୍ଣପୁର : ( ଅଜିତ କୁମାର ପୁଜାହାରୀ)ସୋନପୁର ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ର ୧୯୮୬–୮୮  ବ୍ୟାଚ ର ବନ୍ଧୁ ମିଳନ ଉତ୍ସଵ ନେତ୍ରାନନ୍ଦ ନାଏକ ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ସରୋଜ କୁମାର…

ଟିଟିଲାଗଡର ନୂତନ ଉପଜିଲ୍ଲାପାଳଙ୍କୁ ସ୍ବାଗତ ଓ ପୁର୍ବରୁ ଥିବା ଉପଜିଲ୍ଲାପାଳଙ୍କୁ ବିଦାୟୀ ସମ୍ବର୍ଦ୍ଧନା

ଟିଟିଲାଗଡ଼ :  ( ସଞ୍ଜୟ କୁମାର ନାୟକ)ସୋମବାର ଦିନ ଟିଟିଲାଗଡ ଠାରେ ସ୍ଵାଗତ ଓ ବିଦାୟକାଳୀନ ସଭା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ଶ୍ରୀ ରେହାନ ଖାତ୍ରି, (ଭାପ୍ରସେ)ଙ୍କୁ ସ୍ଵାଗତ କରାଯାଇଥିବା…

ଦ୍ୱିତୀୟ ହରଭଙ୍ଗା ମହୋତ୍ସବ ର ତୃତୀୟ ସନ୍ଧ୍ୟା

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ )ଦ୍ୱିତୀୟ ହରଭଙ୍ଗା ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି!ତୃତୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଲୋକସଭା ସାଂସଦ ଅଚୁତ ସାମନ୍ତ, ସମ୍ମାନିତ ଅତିଥି ଭାବେ ଆଦିବାସୀ କୁଇ ଗାୟକ ତଥା ଓଡ଼ିଆ…

କେସିଙ୍ଗା ଏନ୍ ଏ ସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବି .ଗଣଧାରଣା ଦେଲେ କେସିଙ୍ଗା ବାସୀ

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ରାଜ୍ୟର ପୁରାତନ ଏନ୍ ଏ ସି ମଧ୍ୟରୁ ଗୋଟିଏ ଯାହା ୧୯୬୫ ରେ ଜନସାଧାରଣ ଙ୍କ ବିକାଶ ପାଇଁ ସ୍ଥାପିତ କରାଯାଇ ଥିଲା l ପର୍ଯାୟକ୍ରମେ କେତେ ନିର୍ବାହୀ…

ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନରେ BJP କାର୍ଯକ୍ରମ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବିଜେପି ମଣ୍ଡଳ ସ୍ତରୀୟ ବିଭିନ୍ନ କାର୍ଯକ୍ରମ ହେଇଥିବା ଦେଖିବାକୁ ମିଳିଛି । ବ୍ଲକର ସରସରା ମଣ୍ଡଳରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ସରସରା ପଞ୍ଚାୟତ ବଙ୍କାପଡା ମହାନଦୀ କୂଳ…

ନାଟ୍ ଅନୁଷ୍ଠାନ କର୍ମକର୍ତ୍ତା ନିର୍ବାଚ଼ନ

ସୁବର୍ଣ୍ଣପୁର; ( ଅଜିତ କୁମାର ପୁଜାହାରୀ)ନାଟକ, ସାହିତ୍ୟ ଓ ସମାଜସେବା ପାଇଁ ସମର୍ପିତ ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡ଼ାଲ ଏସୋସିଏସନ ଫର୍ ଏମେଚ୍ୟେର ଥିଏଟର (ନାଟ)ର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସରକାରୀ ନର୍ସରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି…

ଦୁର୍ଘଟଣା ରେ ୨ମୃତ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଗତକାଲି ବିଳମ୍ୱିତ ରାତିରେ ବାଇକ୍ ଦୁର୍ଘଟଣା । ଚାଲିଗଲା ୨ ଜୀବନ । ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲାରେ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ପିଟିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ…

ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଜିଲା ଗସ୍ତ

ସୁବର୍ଣ୍ଣପୁର: ( ଅଜିତ କୁମାର ପୁଜାହାରୀ)ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ସୁବର୍ଣ୍ଣପୁର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ସହ ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ । ପୋଡୋଶି ଜିଲ୍ଲା ବଲାଙ୍ଗିରରୁ ବାହାରି ଜିଲ୍ଲା…

ରେଲୱେ ଠିକା ସଂସ୍ଥା ର ମନମୁଖୀ କାର୍ଯ୍ୟ ,ବିପଦ ସଂକୁଳରେ ବିଦ୍ୟୁତ ତାର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଖୋର୍ଦ୍ଧା – ବଲାଙ୍ଗୀର ରେଲୱେ ନିର୍ମାଣ କାର୍ଯ୍ୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଖୁବ ଜୋର ସୋର ରେ ଚାଲୁଥିବା ବେଳେ ଜୈନିକ ଠିକା ସଂସ୍ଥା ର ମନମୁଖୀ କାର୍ଯ୍ୟ ନେଇ ସାଧାରଣ ଜନତା ବିପଦକୁ ଆମନ୍ତ୍ରିତ…

ସମାଜସେବା କରି ଇତିହାସ ସୃଷ୍ଟି କଲେ କିନ୍ନର ମାନେ

ନବରଙ୍ଗପୁର:  (ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଇତିହସରେ ପ୍ରଥମ ଥର ପାଇଁ ଜିଲ୍ଲା କିନ୍ନର ସଂଘ ର କର୍ମକର୍ତ୍ତା ରାତିରେ ସହରର କୋଣ ଅନୁକୋଣ ରେ ବୁଲି ବୁଢ଼ା ବୁଢ଼ୀ ଏବଂ ଅସହାୟ ଗରିବ ଲୋକଙ୍କୁ ଶିତ ଦାଉରୁ ରକ୍ଷା…