ଆମ ପୋଖରୀ – ମିଶନ୍ ଶକ୍ତି ଗ୍ରୁପ୍ ମହିଳାମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି କର୍ମଶାଳା
ଭବାନୀପାଟଣା ; ୫/୧/: (ନରେନ୍ଦ୍ର ନେଗୀ)ସ୍ଥାନୀୟ ଟାଉନହଲ ପରିସରରେ ଭବାନୀପାଟଣା ପୌରପାଳିକା ପକ୍ଷରୁ ମିଶନ ଶକ୍ତି ଗୃପ ମହିଳାମାନଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଅନ୍ତର୍ଗତ ଆମ ପୋଖରୀ ଯୋଜନା ମାଧ୍ୟମରେ ସାରା…