ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଏକ ଉଚ୍ଚ ସ୍ତରୀୟ କମିଟି ମହାମହିମ ରାଜ୍ୟପାଳ ଓଡ଼ିଶାଙ୍କ ସହ ଆଲୋଚନା

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ଆଜି ବୌଦ୍ଧ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ କମିଟି ମହା ମହିମ୍ ରାଜ୍ୟପାଳ ଶ୍ରୀ ଯୁକ୍ତ ରଘୁବୀର ଦାସ ଙ୍କ ସହିତ ଜିଲ୍ଲା…

କୋକସରା-ବେହେରା ରାସ୍ତା ନିର୍ମାଣ ରେ ଦୁର୍ନୀତିର ଗନ୍ଧ

ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଭିତିରିଆ ବୁଝାମଣା ଯୋଗୁଁ ରାସ୍ତା ନିମ୍ନମାନର (ଗ୍ରାମ ଵାସୀ ଙ୍କ ଅଭିଯୋଗ) ଧର୍ମଗଡ଼ :୨୪/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ପୂର୍ତ୍ତ ବିଭାଗ ଦ୍ଵାରା ହେଉଥିବା ରାସ୍ତା କାମ ଅନେକାଂଶ ନିମ୍ନମାନ ହେଉଥିବା ନେଇ ବିଭିନ୍ନ ଅଞ୍ଚଳ ରୁ…

ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ନେତାଜୀ ଓ ବିର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ

ଧର୍ମଗଡ଼ :୨୪/୧(ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ମଙ୍ଗଳବାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଏହି ଦୁଇ ମହାନ ସଂଗ୍ରାମୀ ପୁରୁଷଙ୍କ କାର୍ଯ୍ୟକ୍ରମ ପାଳନ ଅବସରରେ…

କୋକସରା ଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳନ

ଧର୍ମଗଡ଼ :୨୪/୧( ହେମନ୍ତ କୁମାର ମାଝୀ)ଜାନୁୟାରୀ ୨୩ତାରିଖ ହେଉଛି ଜାତୀୟ ଶିଶୁ କନ୍ୟା ଦିବସ ଶିଶୁ କନ୍ୟା ଙ୍କ ଉଦ୍ଦେଶ୍ୟ ରେ ଆଜି କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଦ୍ଵାରା ଦିବସ ପାଳନ କରାଯାଇଛି। ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷା…

ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହୋତ୍ସବ ପାଳିତ

ହରଭଙ୍ଗା :୨୨/୦୧ (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ସତସଂଘ କେନ୍ଦ୍ର ଠାରେ ମଙ୍ଗଳବାର ଦିନ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଦିନ ମହା ସମାରୋହରେ ପାଳିତ ହୋଇଯାଇଛି l ଆଜି ସକାଳୁ…

ପୁରୁଣାକଟକ ଥାନା ରେ ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ

ହରଭଙ୍ଗା (ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ରେ ଶନିବାର ଦିନ ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ ହୋଇଛି । ସୂଚନା ମତେ ପୂର୍ବରୁ ପୁରୁଣାକଟକ ଥାନା ରେ ରଞ୍ଜିତ ମୁନି ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଥିବା ବେଳେ…

ପୁଣି ନଳୀକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ,ମାଓ ସାମଗ୍ରୀ ଜବତ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ପୁଣି ନଳୀକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ । ଏକ ରାଇଫଲ ବନ୍ଧୁକ, ଲ୍ୟାଣ୍ଡମାଇନ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ସୂଚନା ଅନୁଯାୟୀ ଗତ ମାସରେ ମନମୁଣ୍ଡା ଥାନା ନଳୀକୁମ୍ପା…

କଳାଖଣ୍ଡି ଗ୍ରାମ ନିକଟରୁ STF ଦ୍ୱାରା ୧୪୩ କିଲୋ ଗଞ୍ଜାଇ ଜବତ, ଜଣେ ଗିରଫ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ କଳାଖଣ୍ଡି ଗ୍ରାମ ନିକଟରୁ ମଙ୍ଗଳବାର ଦିନ ଗୋଟାଏ ସମୟରେ STF ଦ୍ୱାରା ୧୪୩ କିଲୋ  ଗଞ୍ଜାଇ ଜବତ କରାଯାଇଛି l ସୂଚନା ପ୍ରକାରେ…

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ

ବେଲଗୁଣ୍ଠା:୨୩ /୦୧ (ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ବେଲଗୁଣ୍ଠା ବଡ଼ଦାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନ ସଭାପତି ମାଧବ ଚନ୍ଦ୍ର ଆପଟଙ୍କ ସଭାପତିତ୍ବରେ ହୋଇଥିବା ଏହି…

ଅବକାରି ବିଭାଗ ଓ ଗ୍ରାମବାସୀ ମଧ୍ୟରେ ଝଗଡା,ଥାନାରେ ମାମଲା ରୁଜୁ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ମହାଳିକ ପଡ଼ା ପଞ୍ଚାୟତ ର ଭାବପୂର୍ ଗ୍ରାମରେ ରନ୍ଧା ଦେଶୀ ମଦ କାରବାର ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଆଜି ସକାଳ ଆଠ ଟା ସମୟରେ ହରଭଙ୍ଗା ଅବକାରୀ ବିଭାଗ ଇନିକ୍ସପେକ୍ଟର ସାଗରିକା…