ଛାତ୍ରୀ ନିବାସ ପାଲଟିଛି ଭୁତ କୋଠି,ଚଉଦ ବର୍ଷ ହେଲାଣି ଖୋଲା ହେଉନି ତାଲା

ହରଭଙ୍ଗା :  (ଚିତ୍ତରଞ୍ଜନ ସିଂ)ଓଡ଼ିଶାର ଶିକ୍ଷା ବିଭାଗ ଉପରେ ରାଜ୍ୟ ସରକାର ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଯଥା ସ୍କୁଲ ଗୁଡିକୁ 5t ରେ ରୂପାନ୍ତିକରଣ, ଗୁଣାତ୍ମକ ଶିକ୍ଷା, ଇ ଲାଇବ୍ରେରୀ, ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ…

ଗନ୍ଧରାଡୀ ଲୋକକଳା ମହୋତ୍ସବ-୨୦୨୪ ପାଇଁ ଶୁଭ ଖମ୍ବ ସ୍ଥାପନ ଓ ସ୍ଥାୟୀ ମଣ୍ଡପର ଶୁଭ ଉଦ୍ଘାଟନ

ବୌଦ୍ଧ: (ଚିତ୍ତରଞ୍ଜନସିଂ)ବୌଦ୍ଧ ବ୍ଳକ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ହାଇସ୍କୁଲ ପଡିଆରେ ତୃତୀୟ ଗନ୍ଧରାଡ଼ି ଲୋକ କଳା ମହୋତ୍ସବ ପାଇଁ ଶୁଭ ଖମ୍ବ ସ୍ଥାପନ ଓ ସ୍ଥାୟୀ ମଣ୍ଡପର ଶୁଭ ଉଦ୍ଘାଟନ ଜଙ୍ଗଲ ପରିବେଶ, ପାନୀୟ ଜଳ ଯୋଗାଣ, ପଂଚାୟତରାଜ,…

ବିକଶିତ ଭାରତ ସଂକଳ୍ପ ଯାତ୍ରା ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁଷ୍ଟିତ

ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ବିଜ୍ଞାପିତଅଞ୍ଚଳ ପରିଷଦ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ବୌଦ୍ଧ ଜଗନ୍ନାଥ ମନ୍ଦିର ପାଖ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ବିକଶିତ ରଥ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଆଗ ରାସ୍ତାରେ…

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ

ବେଲଗୁଣ୍ଠା:  (ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ବେଲଗୁଣ୍ଠା ବଡ଼ଦାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନ ସଭାପତି ମାଧବ ଚନ୍ଦ୍ର ଆପଟଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ…

ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମହମ୍ମଦ ବାଜିସାହେବ ଙ୍କ ୧0୬ ତମ ଜନ୍ମ ଜୟନ୍ତୀ ପାଳିତ

ନବରଙ୍ଗପୁର :୪/୧ (ବେଣୁ ଗୋପାଳ ରାଓ)ନବରଙ୍ଗପୁର ଭିଜିଲାନ୍ସ ଅଫିସ ନିକଟସ୍ତ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମୋହମ୍ମଦ ବାଜି ସାହବ ଙ୍କ ପ୍ରତିମୂର୍ତ୍ତି ନିକଟରେ ସହିଦ ୬ ତମ ଜନ୍ମ ଜୟନ୍ତୀ ପାଳିତ ହେଇଯାଇଛି l ଏହି ଅବସରରେ ନବରଙ୍ଗପୁର ପୌର ପାଳିକା…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବ ମୁଖର କେସିଙ୍ଗା ନଗର ପୁରା ଭକ୍ତିମୟୀ

କେସିଙ୍ଗା: (ପ୍ରିତେଶ ପଟେଲ)ଅଯୋଧ୍ୟା ରେ ନିର୍ମାଣ ଧୀନ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ରେ  ଦେଶ ଉତ୍ସବ ମୁଖର ହୋଇ ଉଠିଥିଲା  । କଳାହାଣ୍ଡି ଜିଲ୍ଲା କେସିଙ୍ଗା ମଧ୍ୟ ଏହି ଉତ୍ସବ ରୁ ବାଦ୍ ପଡ଼ିନାହିଁ…

ଲଡୁଗାଁ ଓ ଆମପାଣି ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

(ଭାଷା,ସାହିତ୍ୟ ସୃଜନଶୀଳତା ଓଡ଼ିଆ ଅସ୍ମିତା ର ବାହକ ହେଉ) ଧର୍ମଗଡ଼ : ୨୧/୧(ହେମନ୍ତ କୁମାର ମାଝୀ)କୋକସରା ବ୍ଳକ ଲଡୁଗାଁ ଓ ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ ହୋଇଛି। ଏଥିରେ ସାହିତ୍ୟ ସୃଜନୀ,…

ମାନସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ,ସର୍ଗିଗୁଡା ଚାମ୍ପିୟାନ

ଧର୍ମଗଡ଼ ;୨୧/୧( ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ଡହଗାଁ ଠାରେ ମାନସ ମେମୋରିଆଲ ଷଷ୍ଠ ଦିବସୀୟ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ ଖେଳ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଫାଇନାଲ ମ୍ୟାଚ ଡ଼ହଗାଁ ଓ ସର୍ଗିଗୁଡା ଫୁଟବଲ୍ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ…

ନବରଙ୍ଗପୁର ଜିଲ୍ଲା ପ୍ରାଣୀ ଚିକିତ୍ସା କର୍ମଚାରୀଙ୍କ କଳା ବ୍ୟାଚ ପରିଦାନ କରି ଶାନ୍ତିପୁର୍ଣ ଧାରଣା

ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ନିକଟରେ ବିଭିନ୍ନ ବ୍ଲକରେ ପ୍ରାଣୀଚିକିତ୍ସା ସେବା ଯୋଗାଉଥିବା କର୍ମଚାରୀ ମାନେ ୪ ଦଫା ଦାବିନେଇ ଶାନ୍ତିପୁର୍ଣ ଧାରଣା ଦେବାସହ କଳା ବ୍ୟାଚ ପରିଦାନ କରିଛନ୍ତି! ରାଜ୍ୟ ସରକାର ଙ୍କୁ ବାରମ୍ବାର…