କୋରାପୁଟ ଜିଲ୍ଲାରେ ନୂତନ ଜିଲ୍ଲାପାଳଙ୍କ କାର୍ଯାଭାର ଗ୍ରହଣ
କୋରାପୁଟ: ( ନରେନ୍ଦ୍ର ନେଗୀ)ଜିଲ୍ଲାପାଳ ଭାବେ ଭି କୀର୍ତ୍ତି ଭାସନ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଠାରୁ ସେ ନୂତନ ଭାବେ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ଵ ନେବାପରେ ପ୍ରଥମେ ସ୍ବାସ୍ଥ୍ୟ ସେବା…