ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଡାୟାଲିସିସ୍ କେନ୍ଦ୍ର ଉଦଘାଟିତ
ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସମଗ୍ର ରାଜ୍ୟରେ ବିଭିନ୍ନ ବର୍ଗର କିଡ଼ନୀ ରୋଗୀ ମାନଙ୍କୁ ମାଗଣାରେ ଡାୟାଲିସିସ୍ ସୁବିଧା ଯୋଗାଇ ଦେବାପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ 16 ଟି ବିଭିନ୍ନ ଉପ ଜିଲ୍ଲା ଚିକିତ୍ସାଳୟ…