ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆ ବିନ୍ଦୁ ଚିହ୍ନଟ ଶିବିର

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ଧର୍ମଗଡ ଜଗନ୍ନାଥ ସେବା ସମିତି ଓ ଜୁନାଗଡ ଲେପ୍ରା ସୋସାଇଟି ଦ୍ବାରା ପରିଚାଳିତ ଜୁନାଗଡ ନେତ୍ର ଚିକିତ୍ସାଳୟ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଆଜି ସ୍ଥାନୀୟ ଜୟ ହିନ୍ଦ…

ମୂଲ୍ୟବାନ କାଠ ପଟା ସହ କାଠ ମାଫିଆଙ୍କୁ ଧରିଲା ବନବିଭାଗ

ହରଭଙ୍ଗା  (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଲୁଣ୍ଡୁରୁଝୁରି ଗ୍ରାମ ଜଙ୍ଗଲ ରେ ଏସିଏଫ ବିମଲ ପ୍ରଧାନ ଙ୍କ ନେତୃତ୍ୱ ରେ ଚଢ଼ାଉ କରାଯାଇ ବିପୁଳ ପରିମାଣ ରେ…

ଆଭାସ ମାଧ୍ୟମରେ ଆମ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଧର୍ମଗଡ଼ :  ( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ନୂତନ ଭାବେ ନିର୍ମିତ ଏମ ସି ଏଚ ଗୃହ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ଅଟକଳ ଏଵଂ ୪ କୋଟି ରୁ ଉର୍ଦ୍ଧ ବ୍ୟୟ ଧର୍ମଗଡ଼ ହସ୍ପିଟାଲ…

ବେଲଗୁଣ୍ଠାରେ ଅଷ୍ଟମ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ

ବେଲଗୁଣ୍ଠା :  (ସୁଶାନ୍ତ କୁମାର ବେହେରା ) ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ସହକାରୀ…

ପାଞ୍ଚଦଫା ଦାବି ନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବେଲଗୁଣ୍ଠା,:  (ସୁଶାନ୍ତ କୁମାର ବେହେରା ) ପାଞ୍ଚ ଦଫା ଦାବି ନେଇ ଆଜି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ରାଜ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ…

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

କାଶୀପୁର : ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତଳଝିରି ଗ୍ରାମପଞ୍ଚାୟତ ସ୍ଥିତ ଲାକରେଶ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଠାରେ ତୃତୀୟ ତମ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି, ପ୍ରଧାନ…

ଭବାନୀପାଟଣା – କଳାହାଣ୍ଡି କଳାକାର ସଂଘର ନବ ନିର୍ମିତ ଗୃହର ଉଦଘାଟିତ

କଳାହାଣ୍ଡି : ( ଅର୍ଜୁନ ପଟ୍ଟନାୟକ )ଜିଲ୍ଲା ର ଏକ ଅଗ୍ରଣୀ ଅନୁଷ୍ଠାନ କଳାହାଣ୍ଡି କଳାକାର ସଂଘର ଦ୍ୱିତୀୟ ମହଲା କୋଠାର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ କଳାହାଣ୍ଡି କଳାକାର ସଂଘ କାର୍ଯ୍ୟାଳୟ ଠାରେ ଏକ ସ୍ଵତନ୍ତ୍ର…

ନାନ୍ଦୁପଲା ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ ୧୬/୨(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସରପଞ୍ଚ ନିଲେନ୍ଦ୍ରୀ ପୁଝାରୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି…

ଜେଜେ ବାପାର ଶୁଦ୍ଧିକ୍ରିୟା ଦିନ ନାତୁଣି ପୋଖରୀରେ ବୁଡ଼ି ମୃତ୍ୟୁ

ବେଲଗୁଣ୍ଠା: ୧୬/୨ (ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଳକ୍ ଜିଲିବା ଗ୍ରାମରେ ଜେଜେ ବାପାର ଶୁଦ୍ଧିକ୍ରିୟା ଦିନ ଛଅ ବର୍ଷର ନାତୁଣି ନିଖୋଜ ହୋଇଯିବା ଏବଂ ଆଜି ତାର ଶବ ଗାଆଁ ପୋଖରୀରୁ ମିଳିବା ଅଞ୍ଚଳରେ ଶୋକର ଛାୟା ଖେଳାଇ…

ଦଲାଲ ହାତରେ ତାଳଗଛ

ହରଭଙ୍ଗା(ଚିତ୍ତରଞ୍ଜନସିଂ) ବାହାର ରାଜ୍ୟ ର ଦଲାଲ ବର୍ତମାନ ବୌଦ୍ଧ ଜିଲ୍ଲା ରେ ସକ୍ରିୟ l ଶାଗ ମାଛ ଦର ରେ ବିନା ଅନୁମତି ଲୋକଙ୍କୁ ଠକି ଶହ ଶହ ତାଳ ଗଛ କାଟି ବାହାର ରାଜ୍ୟ କୁ ଦିନ ଦିପହରେ ଟ୍ରକ…