ଛତ୍ରଙ୍ଗ ପଞ୍ଚାୟତରେ ନବୀନ କାର୍ଡ ବଣ୍ଟନ ସମାରୋହରେ ଏବଂ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ହରଭଙ୍ଗା (ଆପ୍ର)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପଂଚାୟତ ରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନବୀନ କାର୍ଡ ବଣ୍ଟନ କରିଛନ୍ତି l ଉକ୍ତ…

ରୋଗୀ କଲ୍ୟାଣ ସମିତି ଓ ସାଧାରଣ ପରିଷଦ ବୈଠକ

ହରଭଙ୍ଗା ( ଚିତ୍ତରଞ୍ଜନସିଂ) ହରଭଙ୍ଗା ବ୍ଲକ ପୁରୁଣା କଟକ ଗୋଷ୍ଠୀ ସ୍ଵସ୍ଥ୍ୟ କେନ୍ଦ୍ର ରେ ହରଭଙ୍ଗା ଏ ବିଡ଼ିଓ ସୁବାସ ଯାନୀ ଙ୍କ ଅଧକ୍ଷତା ରେ ରୋଗୀକଲ୍ୟାଣ ସମିତି ର କାର୍ଯକରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଅପରାହ୍ନ ରେ ରୋଗୀକଲ୍ୟାଣୀ…

ଖ୍ରୀଷ୍ଟଧର୍ମରୁ ହିନ୍ଦୁଧର୍ମକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏବଂ ଗୁନ୍ଦୁଳିଆ ପଞ୍ଚାୟତ କମିଟି ର ସହଯୋଗ କ୍ରମେ କଣ୍ଟାମାଳ ବିଧାନସଭା ନିର୍ବାଚନ…

ବେପରୁଆ ବାଇକ ଚାଳକଙ୍କ ପାଇଁ ପଥଚାରୀଙ୍କ ମୃତ୍ୟୁ

କାଶୀପୁର: ( ଅଞ୍ଜନ କୁମାର ନାଏକରାୟଗଡା)ବା ଜଣାପଡିଛି । ଘଟଣା ରେ ମୃତ ବ୍ୟକ୍ତି ଜଣକ ହେଲେ ନିକଟ କାକିଡି ପଦର ଗ୍ରାମର ସ୍ବଧର ଗୌଡ଼ ଙ୍କ ପୁଅ ବିଦ୍ୟାଧର ଗୌଡ଼ (୨୮) ବୋଲି ଜଣାପଡିଛି।ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ…

ଅସହାୟ ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇଲେ ବିଜେଡି ଯୁବନେତା

କାମାକ୍ଷାନଗର:୦୬-୦୩( ଶୁଭମ ପାଣି )ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାମାକ୍ଷାନଗର ବ୍ଲକ, ତୁମୁସିଙ୍ଗା ଗ୍ରାମ ପଞ୍ଚାୟତ ମହୁଲଡଗର ଡଙ୍କାବୋଲ ସାହିର ଅସହାୟ ବୃଦ୍ଧ ଜାପାନୀ ବିରୁଆ ବୟସ ୮୨ ବର୍ଷ ହେବ ପାଖରେ ତାଙ୍କର କେହି ନାହାନ୍ତି କିଛିଦିନ ହେବ…

ଜାତୀୟ ସ୍ବାସ୍ଥ୍ୟ ମିଶନର କର୍ମଚାରୀ କାର୍ଯ୍ୟାଳୟରେ ତାଲା ପକାଇ ବଣଭୋଜି

ସୁବର୍ଣ୍ଣପୁର :  (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ବିଭାଗର କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ବିଭାଗୀୟ ମୁଖ୍ୟ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି l ଜିଲ୍ଲା ସଦର…

ରାଜ୍ୟ ସ୍ଥରୀୟ କର୍ମଶାଳାରେ ଯୋଗ ଦେଲେ ମାହେଶ୍ୱରୀ ଗୋଶାଳା କର୍ମକର୍ତ୍ତା

ହରଭଙ୍ଗା :(ଚିତ୍ତରଞ୍ଜନସିଂ).ଭୁବନେଶ୍ୱର ରାଜ୍ୟ କୃଷି ଭବନ ଠାରେ ରାଜ୍ୟ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଜିଆଖାତ – ଗୋଧନ ଯୋଜନା ର କାର୍ଯ୍ୟାଦେଶ କୃଷିମନ୍ତ୍ରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଦ୍ୱାରା ବୌଦ୍ଧ ଜିଲ୍ଲା ହରଭଙ୍ଗା…

କେସିଙ୍ଗା ମହାବିଦ୍ୟାଳୟରେ ବହୁମୁଖୀ କକ୍ଷର ଭିତ୍ତି ପସ୍ତର ସ୍ଥାପନ

କେସିଙ୍ଗା୦୬ /୦୩ (ପ୍ରୀତୀଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟ ଠାରେ ହେବାକୁ ଥିବାଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଆଥିକ ଅନୁଦାନରେ ନିର୍ମିତ ନୂତନ ବହୁମୁଖୀ କକ୍ଷର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ସଂପାଦିତ ହୋଇଯାଇଛି। ଶ୍ରୀ ଯୁକ୍ତ ଭୂପିନ୍ଦର ସିଂହ,…

କେସିଙ୍ଗା ବ୍ଲକ ରେ ନୂତନ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ

କେସିଙ୍ଗା:  ୦୬ /୦୩ (ପ୍ରୀତେଶ ପଟେଲ)ରାଜ୍ୟ ର ନବୀନ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର କୋଟି କୋଟି ଗରିବ ଜନସାଧାରଣ ଙ୍କ ପାଇଁ ବୁମେରାଙ୍ଗ ପାଲଟିଥିବା ବେଳେ ଗତ କାଲି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ…

ପୂର୍ତ୍ତ ବିଭାଗ ର ପ୍ରତିଶୃତି ପରେ ମଧ୍ୟ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ ଅଧାପନ୍ତରିଆ ରାସ୍ତା

ଧର୍ମଗଡ଼ ତା ୬/୩(ହେମନ୍ତ କୁମାର ମାଝୀ)ଗତ ୨୦୨୨ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇ ୨୦୨୩ ରେ କାମ ସଂପୂର୍ଣ୍ଣ ହେବା ପାଇଁ ଆଵଧି ଥିଲା। ଆଵଧି ସରି ଏଗାର ମାସ ଗଲା ହେଲେ ରାସ୍ତା ସଂପୂର୍ଣ୍ଣ ହୋଇ ପାରିଲା ନାହିଁ। ଏଣୁ…