ବିଜେପି ରେ ଯୋଗଦେଲେ ସମାଜସେବୀ ତଥା ସାମ୍ବାଦିକ ବିଭୁଦତ୍ତ

ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ର ଜଣାଶୁଣା ସମାଜସେବୀ ତଥା ହରଭଙ୍ଗା ବ୍ଲକ୍ ବଡଖବର ଟିଭି ର ସାମ୍ବାଦିକ ବିଭୁଦତ୍ତ ବୋଷ ଶୁକ୍ରବାର ବିଜେପି ଓବିଶି ମୋର୍ଚ୍ଚ ରାଜ୍ୟ ସଂଯଯୋକ ସୁବାଷ ପ୍ରଧାନ ଙ୍କ ନେତୃତ୍ୱ ରେ ବିଧିବଧ ଭାବେ ବିଜେପି ରାଜ୍ୟ…

ବାଲିକୁଦା – ଏରସମା ଆସନରେ ନୂଆ ଚେହେରା ପ୍ରବୋଧ ସାମନ୍ତରା

ଭୁବନେଶ୍ୱର ୨୨/୦୩  ଆସନ୍ତା ନିର୍ବାଚନରେ ବାଲିକୁଦା – ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନୂଆ ଚେହେରା ଭାବରେ ଯୁବ ଶିଳ୍ପୋଦ୍ୟୋଗୀ ପ୍ରବୋଧ ସାମନ୍ତରାଙ୍କର ନାମ ବ୍ୟାପକ ଭାବେ ଚର୍ଚ୍ଚା ହେଉଥିବା ଜଣାଯାଇଛି। ବାଲିକୁଦା ବ୍ଳକର ଗରାମ ଗ୍ରାମର ମୂଳ ବାସୀନ୍ଦା ଶ୍ରୀ…

ଟ୍ରକ ପଛ ପଟୁ ପିଟି ହେଲା ବାଇକ ଜଣେ ଗୁରୁତର

ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ) ପୁରୁଣାକଟକ ଥାନା ପୁରୁଣାକଟକ – ଧଲପୁର ପୂର୍ତ୍ତ ରାସ୍ତା ର ବୁରୁବୁଡା ଠାରେ ଶୁକ୍ରବାର ଅପରାହ୍ନ ରେ ଏକ ଟ୍ରକ ପଛପଟୁ ବାଇକ ପିଟି ହେବା ଫଳ ରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା…

ପୋଲିସ ପକ୍ଷରୁ ଦୁର୍ଗମ ଅଂଚଳ ରେ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ

ବୌଦ୍ଧ(ଚିତ୍ତରଞ୍ଜନସିଂ)ଆଗାମୀ ୨୦୨୪ ସାଧାରଣ ନିର୍ବାଚନ କୁ ନେଇ ହରଭଙ୍ଗା ବ୍ଲକ ର ପ୍ରମୁଖ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ହରଭଙ୍ଗା ଥାନାଅଧିକାରୀ ନଳିନୀ କାନ୍ତ ଦାସ ଙ୍କ ନେତୃତ୍ୱ ରେ ହରଭଙ୍ଗା ବ୍ଲକ…

ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ 

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ତ୍ଵରେ ଛୁଆଁ ଅଛୁଆଁ ଭେଦଭାବ ଏବଂ ଜାତିଆଣ ଆକ୍ଷେପ କରିଥିବା  ଯୋଗୀନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସହକାରୀ…

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି।ଚିକିତ୍ସାଧିନ ଅବସ୍ଥାରେ ସକାଳ ପ୍ରାୟ ସାଢେ ୫ଟା ସୁଦ୍ଧା ତାଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ । ଓଡ଼ିଶା ରାଜନୀତି ଇତିହାସରେ ଜଣେ…

ଦୁଇଦିନ ଲଗାଣ ବର୍ଷାରେ ମୁଗଚାଷ କ୍ଷତିଗ୍ରସ୍ତ

ବେଲଗୁଣ୍ଠା (ସୁଶାନ୍ତ କୁମାର ବେହେରା )ସାଧାରଣତ ଧାନ ଚାଷ ଉପରେ ନିର୍ଭର କରୁଥିବା ବେଲଗୁଣ୍ଠା ଅଞ୍ଚଳର ଚାଷୀ ମାନଙ୍କୁ ପୁଣି ଲାଗିଛି ସକ୍ତଧକ୍କା , ଯାହା ଫଳରେ ଭାଙ୍ଗି ଯାଇଛି ଚାଷୀ ର ମେରୁଦଣ୍ଡ l ଚାଷ ଉପରେ ନିର୍ଭର କରୁଥିବା…

ଜିଲ୍ଲା ସ୍ତରୀୟ ବିଶ୍ୱବନ ଦିବସ ପାଳିତ

ହରଭଙ୍ଗା (ଚିତ୍ତରଞ୍ଜନସିଂ):ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ସ୍ଥାୟୀ ନର୍ସରୀ ଠାରେ ଗୁରୁବାର ଦିନ ବୌଦ୍ଧ ବନ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱବନ ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ…

ଆଳିଆ ସମାଜ କର୍ମକର୍ତ୍ତା ମନୋନୀତ, ଦିବ୍ୟାଲୋଚନ ସଭାପତି, କୃଷ୍ଣ ଚନ୍ଦ୍ର ସମ୍ପାଦକ

ବେଲଗୁଣ୍ଠା (ସୁଶାନ୍ତ କୁମାର ବେହେରା )ନିଖିଳ ଉକ୍ତଳ ଆଳିଆ ସମାଜ ନେଟଙ୍ଗା ମଣ୍ଡଳ ଆଗାମୀ ଚାରି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ନେଟଙ୍ଗା ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ମନ୍ଦିର ଠାରେ ହୋଇଥିଲା l ନିର୍ବାଚନ ଅଧିକାରୀ ରୂପେ…

ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ ବିଶ୍ୱ ଘରଚଟିଆ ଦିବସ ପାଳିତ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ )ଯିବ ଜଗତ ସନ୍ତୁଳିତ କରିବା ଦିଗରେ ଘର ଚଟିଆ ର ଭୂମିକା ଅତୁଳନୀୟ l ପରିବେଶବିତ ଙ୍କ ମତରେ ବର୍ଷା ର ଆଗମନ କୁ ଚାଷୀଙ୍କୁ ଶୁଭ ସଂକେତ ଦେଇଥାଏ ଘର ଚଟିଆ, ବର୍ଷା ଆଗମନ ହେଲେ…