ସିଭିଲ କୋର୍ଟ ନୂତନ କୋଠା ନିର୍ମାଣ ପାଇଁ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ

ଧର୍ମଗଡ଼ ୨୦/୩(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହ ରାଜ୍ୟର ତିରିଶ ଟି ସ୍ଥାନରେ ନୂତନ ଅତ୍ୟାଧୁନିକ କୋର୍ଟ ଗୃହ ନିର୍ମାଣ ପାଇଁ ଆଜି ଆଭାସି ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟଳୟର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଚକ୍ରଧାରୀ ଶରଣସିଂ ଭିତ୍ତିପ୍ରସ୍ତର…

ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ

ହରଭଙ୍ଗା : ୨୦/୦୩ (ଚିତ୍ତ ରଞ୍ଜନ ସିଂ )ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନେଇ ହରଭଙ୍ଗା ବ୍ଲକ ର ପ୍ରମୁଖ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ପୁରୁଣାକଟକ ଥାନାଅଧିକାରୀ ସାରଦା ପ୍ରସାଦ ମହାନ୍ତି…

ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କାଶୀପୁର ପୁଲିସର ଫ୍ଲାଗ ମାର୍ଚ୍ଚ

କାଶୀପୁର :  (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲା କାଶୀପୁର ସ୍ଥିତ,ଆଗାମି ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଆଜି ରାୟଗଡା ଜିଲ୍ଲା କାଶୀପୁରଥାନା ଅଧିକାରୀ ସୂର୍ଯ୍ୟପ୍ରକାସ ନାଏକଙ୍କ ନେତୃତରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।…

ଆର ପାରିରେ ପିତୃଭକ୍ତ ଦେବହରି

ବେଲଗୁଣ୍ଠା ୧୯/୦୩ (ସୁଶାନ୍ତ କୁମାର ବେହେରା )ଆଉ ନାହାନ୍ତି ପ୍ରତାପୁର ଗ୍ରାମର ଦେବହରି ଗୁରୁଜୀ । ନିଜ ଘରେ ୭୮ ବର୍ଷ ବୟସରେ  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଯିଏକି ଏକଧାରରରେ ଜଣେ ଶିକ୍ଷକ, ଉତ୍ତମଚାଷୀ, ଓ ପିତୃଭକ୍ତ ଭାବରେ…

ୱାର୍ଲଡ୍ ଓଡ଼ିଶା ସୋସାଇଟି ଦ୍ୱାରା ତୃତୀୟ ଶକ୍ତି ଉତ୍ସବ ଆୟୋଜନ

ନୂଆଦିଲ୍ଲୀ /ଭୁବନେଶ୍ବର :୧୯/୦୩ (ପାୟଲ ରାଉତ )ନାରୀଶକ୍ତିର ଚାତ୍ରୁର୍ଯ୍ୟ, ମାଧୁର୍ଯ୍ୟ ଓ ଐଶ୍ଚର୍ଯ୍ୟ ମହାନ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି। ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱା. ଓ. ସୋ) ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ…

ଉଦ୍ଘାଟନ ପରେ କାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ।ପିଇବା ପାଣି ପାଇଁ ପୋଖରୀ ଭରଷା

ବେଲଗୁଣ୍ଠା, 18/03(ସୁଶାନ୍ତ କୁମାର ବେହେରା)ତାତି ଯେତିକି ବଢୁଛି ଜଳକଷ୍ଟ ସେତିକି ବଢୁଛି। ପାଣି ଟାଙ୍କି ଥାଇବି ପାଣି ଆସୁନି। ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ବାଧ୍ୟ ହୋଇ ଗାଁ ପୋଖରୀର ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର…

ଜମିବାଡି ବିବାଦ କୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଜମିବାଡି ବିବାଦ କୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଦଶରଥପୁର ଥାନା ଅନ୍ତର୍ଗତ ରାହାସୋଇ ପଂଚାୟତ ଚମ୍ପା ଗ୍ରାମରେ । ଗୁରୁତର ମହିଳା…

ଗ୍ରାମପଂଚାୟତ ସ୍ତରୀୟ ସଂଘ ମିଶନଶକ୍ତି ସଭାନେତ୍ରୀ ଓ ସମ୍ପାଦିକାଙ୍କ ୫-ଟି ସଚିବଙ୍କୁ ଦାବୀ ପତ୍ର ପ୍ରଦାନ

ଢେଙ୍କାନାଳ୧୩/୩(ଶୁଭମ ପାଣି ) ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ର ୧୮ଟି ଗ୍ରାମପଂଚାୟତ ସ୍ତରୀୟ ସଂଘ ତଥା ମିଶନଶକ୍ତିର ସଭାନେତ୍ରୀ, ସମ୍ପାଦିକା ଓ କାର୍ଯ୍ୟକାରିଣୀ ସଦସ୍ୟାମାନେ ଟିଏ ଓ ଡିଏ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ଜରିଆରେ ୫-ଟି ସଚିବଙ୍କୁ ଏକ ବାବାପତ୍ର ପ୍ରଦାନ…

ଢେଙ୍କାନାଳରେ ନୂତନ ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ

ଢେଙ୍କାନାଳ  : (ଶୁଭମ ପାଣି )ଢେଙ୍କାନାଳ ପୈାରପାଳିକା ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ସୁକାନ୍ତ ଚନ୍ଦ୍ର ବେଉରା ଯୋଗଦାନ କରିଛନ୍ତି। ଆଗାମୀ ଦିନରେ ଢେଙ୍କାନାଳ ପୈାରପାଳିକା ର ସମସ୍ତ ପ୍ରକାରର ଉନ୍ନତିକରଣ ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ…

ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ପୋଲିସ୍ ଅଧୁକାରୀଙ୍କ ବୈଠକ

ଗଦାନ ଢେଙ୍କାନାଳ୧୭/୩(ଶୁଭମ ପାଣି )ଢେଙ୍କାନାଳ ପୌରାଂଚଳ ଶ୍ୟାମାଚରଣପୁର ଶ୍ୟାମାନ ଠାରେ ଥିବା ବେସରକାରୀ ଅନୁଷ୍ଠାନ ଶେୟାର ସଭାଗୃହ ଠାରେ ଢେଙ୍କାନାଳ ଜିଲ୍ଲାର ଅବସରପ୍ରାପ୍ତ ଆରକ୍ଷୀ ଅଧୂକାରୀ ସଂଘର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କ ଅଧ୍ଯକ୍ଷତାରେ ଏକ ସଂଘୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି…