ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ
ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )-ବୌଦ୍ଧ ଜିଲ୍ଲାରେ ଆସନ୍ତା ମେ ମାସ 20 ତାରିଖରେ ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ l ସେଥିପାଇଁ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ କକ୍ଷରେ ଜିଲ୍ଲାପାଳ ଜେ.ସୋନାଲ ଙ୍କ…