ଆସନ୍ତା କାଲି ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ୱର : ଶନିବାର ଘୋଷଣା ହେବ ନିର୍ବାଚନ ତାରିଖ। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା କରାଯିବ। ଏନେଇ ଶନିବାର ଅପରାହ୍ଣ ୩ଟାରେ ସାମ୍ବାଦିକ ସମ୍ମିଳନୀ ଯୋଗେ ଇସିଆଇ ତାରିଖ ଘୋଷଣା କରିବେ। ଓଡିଶାରେ ବିଧାନସଭା ନିର୍ବାଚନ ନେଇ…

ଡଃ ଚିଦାତ୍ମିକା ଖଟୁଆ ୱାର୍ଲଡ୍ ଓଡ଼ିଶା ସୋସାଇଟିର ପ୍ରଥମ ମହାନାରୀ ସମ୍ମାନ ପାଇବେ

ଭୁବନେଶ୍ବର:୧୪.୦୩(ପାୟଲ ରାଉତ )ବିଶିଷ୍ଟ ସମାଜସେବୀ ଡଃ ଚିଦାତ୍ମିକା ଖଟୁଆ ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ) ର ପ୍ରଥମ ମହାନାରୀ ସମ୍ମାନ ପାଇବେ ବୋଲି ଜଣାଯାଇଛି। ୱାଓସୋ ତରଫରୁ ମାର୍ଚ୍ଚ ୧୬ ତାରିଖରେ ଜାତୀୟ ରାଜଧାନୀ କ୍ଷେତ୍ରର ଗାଜିଆବାଦଠାରେ ଆନ୍ତର୍ଜାତୀକ ମହିଳା ଦିବସ ପାଳନ…

୬ଦଫା ଦାବିରେ କୃଷକ ସଙ୍ଗଠନ ର ଗଣ ବିକ୍ଷୋଭ

ଧର୍ମଗଡ ୧୪/୩(ହେମନ୍ତ କୁମାର ମାଝୀ)ଗୁରୁବାର ଦିନ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ ରେ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଚାଷୀ ଙ୍କ ପ୍ରମୁଖ ସମସ୍ୟା ଉପସ୍ଥାପନ କରି ଉପଜିଲ୍ଲାପାଳ…

ବହୁ ପୁରାତନ ପୂର୍ତ୍ତ ବଙ୍ଗଳା କୁ ବନ୍ୟପ୍ରାଣୀ ବିଭାଗ କୁ ହସ୍ତାନ୍ତର

ହରଭଙ୍ଗା (ଚିତ୍ତରଞ୍ଜନସିଂ).ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ରେ ବହୁ ପୁରାତନ ଶୀତଳ ପାଣି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଆଜି ବନ୍ୟ ପ୍ରାଣୀ ବିଭାଗ କୁ ହସ୍ତାନ୍ତର କରାଯାଇଛି l ଜନ ସାଧାରଣ ଙ୍କ ସୁବିଧା କୁ ଦୃଷ୍ଟି…

ଡ଼ଙ୍ଗାସିଲକୁ ବ୍ଲକ ଓ କାଶୀପୁର କୁ ସବଡ଼ିଭିଜନ ମାନ୍ୟତା ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର

କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗାସିଲ ପଞ୍ଚାୟତ କୁ ବ୍ଲକ ମାନ୍ୟତା ଦାବି ନେଇଁ କିଛି ଦିନ ହେଲା ସାଧାରଣ ରେ ଆଲଚନା ଚାଲି ଥିବା ବେଳେ ଗତ କାଲି ଡ଼ଙ୍ଗାସିଲ ସଦର ଠାରେ ପାଖାପାଖି…

ସୁବର୍ଣ୍ଣପୁର ଜିଲ୍ଲା ପୁଣି ତିନୋଟି ଏନ,ଏନ.ସି ପାଇଲା

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ପୁଣି ତିନୋଟି ଏନ,ଏନ.ସି ପାଇଲା l ସୁବଳୟା ,ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ରାଜ୍ୟ ସରକାର ଘୋଷଣା କରିଛନ୍ତି l ପୂର୍ବରୁ ଡୁଙ୍ଗୁରୀପାଲି,ବିରମହାରାଜପୁରକୁ ଏନ.ଏ.ସି ଘୋଷଣା…

ନିର୍ବାଚନ ପରିଚାଳନା ନେଇ ତାଲିମ୍ ଶିବିର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ବୌଦ୍ଧ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ହରଭଙ୍ଗା ବ୍ଲକ୍ ର ସମସ୍ତ ବୁଥ୍ ସ୍ତରୀୟ ବି ଏଲ୍ ଓ ଏବଂ ସୁପର୍ ଭାଇଜର ଙ୍କୁ ନେଇ ଆଗାମୀ ସାଧାରଣ…